ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ

प्रविष्टि तिथि: 12 FEB 2025 3:20PM by PIB Bhubaneswar

 

କ୍ରମିକ ସଂଖ୍ୟା  

ବୁଝାମଣା/ଚୁକ୍ତିନାମା/ସଂଶୋଧନ         

କ୍ଷେତ୍ରଗୁଡିକ

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଭାରତ-ଫ୍ରାନ୍ସ ଘୋଷଣାପତ୍ର   

ପ୍ରଯୁକ୍ତି ଏବଂ ନବାଚାର

୨      

ଭାରତ-ଫ୍ରାନ୍ସ ନାବାଚାର ବର୍ଷ ୨୦୨୬ ପାଇଁ ଲୋଗୋ ଲୋକାର୍ପଣ

ପ୍ରଯୁକ୍ତି ଏବଂ ନବାଚାର

ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍‌ଟି) ଏବଂ ଫ୍ରାନ୍ସର ଇନ୍‌ଷ୍ଟିଚ୍ୟୁଟ୍ ନ୍ୟାସନାଲ ଡି ରିଚେର୍ଚ୍ଚ ଏନ୍ ଇନ୍‌ଫର୍‌ମେଟିକ୍ ଏଟ୍ ଏନ୍ ଅଟୋମେଟିକ୍ (ଆଇଏନ୍‌ଆର୍‌ଆଇଏ) ମଧ୍ୟରେ ଡିଜିଟାଲ୍ ସାଇନ୍ସ ପାଇଁ ଇଣ୍ଡୋ-ଫ୍ରେଞ୍ଚ ସେଣ୍ଟର ପ୍ରତିଷ୍ଠା ପାଇଁ ଆଗ୍ରହ ପତ୍ର

ପ୍ରଯୁକ୍ତି ଏବଂ ନବାଚାର

ଫ୍ରେଞ୍ଚ ଷ୍ଟାର୍ଟ ଅପ୍ ଇନ୍‌କ୍ୟୁବେଟର୍ ଷ୍ଟେସନ୍ ଏଫ୍‌ରେ ୧୦ଟି ଭାରତୀୟ ଷ୍ଟାର୍ଟଅପ୍ ଆୟୋଜନ ପାଇଁ ଚୁକ୍ତିନାମା

 

ପ୍ରଯୁକ୍ତି ଏବଂ ନବାଚାର

ଉନ୍ନତ ମଡ୍ୟୁଲାର ରିଆକ୍ଟର ଏବଂ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ଉପରେ ଭାଗିଦାରୀ ସ୍ଥାପନ ପାଇଁ ଆଗ୍ରହ ପତ୍ର ଘୋଷଣାନାମା

ସିଭିଲ ଆଣବିକ ଶକ୍ତି

୬      

ଭାରତର ଆଣବିକ ଶକ୍ତି ବିଭାଗ (ଡିଏଇ) ଏବଂ ଫ୍ରାନ୍ସର କମିଶାରିଆଟ୍ ଏ ଏଲ୍ ଏନର୍ଜି ଅଟୋମିକ୍ ଏଟ୍ ଅକ୍ସ ଏନର୍ଜିସ୍ ଅଲଟର୍‌ନେଟିଭ୍‌ସ ଅଫ୍ ଫ୍ରାନ୍ସ (ସିଏଇ) ମଧ୍ୟରେ ବିଶ୍ୱସ୍ତରୀୟ ଆଣବିକ ଶକ୍ତି ଭାଗିଦାରୀ କେନ୍ଦ୍ର (ଜିସିଏନ୍‌ଇପି) ସହିତ  ସହଯୋଗ ସମ୍ବନ୍ଧରେ ବୁଝାମଣାପତ୍ର ନବୀକରଣ

 

ସିଭିଲ ଆଣବିକ ଶକ୍ତି

ଜିସିଏନ୍‌ଇପି ଇଣ୍ଡିଆ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ନ୍ୟୁକ୍ଲିୟର୍ ସାଇନ୍ସ ଆଣ୍ଡ୍ ଟେକ୍ସୋଲୋଜି (ଆଇଏନ୍‌ଏସ୍‌ଟିଏନ୍‌) ଫ୍ରାନ୍ସ ମଧ୍ୟରେ ସହଯୋଗ ସମ୍ବନ୍ଧରେ ଭାରତର ଡିଏଇ ଏବଂ ଫ୍ରାନ୍ସର ସିଇଏ ମଧ୍ୟରେ ଚୁକ୍ତିନାମା କାର୍ଯ୍ୟକାରୀ

 

ସିଭିଲ ଆଣବିକ ଶକ୍ତି

ତ୍ରିକୋଣୀୟ ବିକାଶ ସହଯୋଗ ଉପରେ ମିଳିତ ଘୋଷଣାନାମା

ହିନ୍ଦ/ପ୍ରଶାନ୍ତ ସ୍ଥାୟୀ ବିକାଶ

ମର୍ସିଲେରେ ଭାରତ ବାଣିଜ୍ୟିକ ଦୂତାବାସର ମିଳିତ ଉଦ୍‌ଘାଟନ

ସଂସ୍କୃତି/ଲୋକମାନଙ୍କ ମଧ୍ୟରେ ସମ୍ପର୍କ

୧୦

ପରିବେଶ କ୍ଷେତ୍ରରେ ପରିବେଶ ପରିବର୍ତ୍ତନ ଜୈବ ବିବିଧତା, ଜଙ୍ଗଲ, ସାମୁଦ୍ରିକ ବ୍ୟାପାର ଏବଂ ମତ୍ସ୍ୟ ମନ୍ତ୍ରଣାଳୟ ଏବଂ ପରିବେଶ କ୍ଷେତ୍ରରେ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ଆଗ୍ରହ ପାଇଁ ଆଗ୍ରହ ପତ୍ର ଘୋଷଣାନାମା

ପରିବେଶ

 

 

SR


(रिलीज़ आईडी: 2102644) आगंतुक पटल : 62
इस विज्ञप्ति को इन भाषाओं में पढ़ें: Tamil , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Telugu , Kannada , Malayalam