ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏଏନ୍ଆର୍ ବାବୁ ଭାରତର ଗୌରବ ଏବଂ ତାଙ୍କର ପ୍ରଭାବି ପ୍ରଦର୍ଶନ ଆଗାମୀ ପିଢ଼ିକୁ ଉତ୍ସାହିତ କରିବ : ପ୍ରଧାନମନ୍ତ୍ରୀ

Posted On: 07 FEB 2025 11:38PM by PIB Bhubaneshwar

ଶ୍ରୀ ଅକ୍କିନେନୀ ନାଗେଶ୍ୱର ରାଓଙ୍କୁ ଭାରତର ଗୌରବ ଏବଂ ତାଙ୍କର ପ୍ରଭାବି ପ୍ରଦର୍ଶନ ଆଗାମୀ ପିଢ଼ିକୁ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ସେ ଶ୍ରୀ ନାଗାର୍ଜୁନ ଆକ୍କିନେନୀ ଏବଂ ତାଙ୍କ ପରିବାରକୁ ସାକ୍ଷାତ କରି ଖୁସି ପ୍ରକାଶ କରିଛନ୍ତି ।

ଏକ୍ସରେ ଶ୍ରୀ ନାଗାର୍ଜୁନ ଆକ୍କିନେନୀଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :

“ନାଗାର୍ଜୁନ ବାବୁ ଏବଂ ଆପଣଙ୍କ ପରିବାର ସହିତ ସାକ୍ଷାତ କରିବା ପ୍ରକୃତରେ ଆନନ୍ଦଦାୟକ ଥିଲା । ଏଏନ୍‌ଆର୍ ବାବୁ ଭାରତର ଗୌରବ ଏବଂ ତାଙ୍କର ପ୍ରଭାବି ପ୍ରଦର୍ଶନ ଆଗାମୀ ପିଢ଼ିକୁ ଉତ୍ସାହିତ କରିବ ।”

 

SR


(Release ID: 2102085) Visitor Counter : 19