ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିକଶିତ ଭାରତ ଦିଗରେ ଯାତ୍ରା ସମ୍ପୂର୍ଣ୍ଣ ଉତ୍ସାହର ସହ ଆଗକୁ ବଢୁଛି : ପ୍ରଧାନମନ୍ତ୍ରୀ
Posted On:
30 JAN 2025 7:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୦୨୫ରେ ତାଙ୍କର ଏକ ମାସର କାର୍ଯ୍ୟକଳାପର କିଛି ଝଲକ ଶେୟାର କରିଛନ୍ତି, ଯାହାକି ବିକଶିତ ଭାରତ ନିର୍ମାଣ ପାଇଁ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏକ ମାସ ମଧ୍ୟରେ, ଶ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି, ବିଶ୍ୱସ୍ତରୀୟ କୂଟନୈତିକ ଯୋଗଦାନ ଏବଂ ଭାରତର ବିକାଶ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିବା ପରିବର୍ତ୍ତନଶୀଳ ପଦକ୍ଷେପଗୁଡିକରେ ସକ୍ରିୟ ଭାବରେ ଜଡିତ ଥିଲେ ।
ନିଜର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଶେୟାର କରି ଶ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି :
“ଜାନୁଆରୀ ୨୦୨୫ ଚିତ୍ରରେ....
ବିକଶିତ ଭାରତ ଦିଗରେ ଯାତ୍ରା ସମ୍ପୂର୍ଣ୍ଣ ଉତ୍ସାହର ସହିତ ଆଗକୁ ବଢ଼ୁଛି !
nm-4.com/f7nyzA
via NaMo App”
SR
(Release ID: 2097785)
Visitor Counter : 6
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam