ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ ମତଦାତା ଦିବସ ହେଉଛି ଆମ ଜୀବନ୍ତ ଗଣତନ୍ତ୍ରର ଉତ୍ସବ ପାଳନ ଏବଂ ପ୍ରତ୍ୟେକ ନାଗରିକଙ୍କର ଭୋଟ୍ ଦେବାର ଅଧିକାରକୁ ସଶକ୍ତ କରିବା : ପ୍ରଧାନମନ୍ତ୍ରୀ
Posted On:
25 JAN 2025 8:45AM by PIB Bhubaneshwar
ଜାତୀୟ ମତଦାତା ଦିବସ ହେଉଛି ଆମର ଜୀବନ୍ତ ଗଣତନ୍ତ୍ରର ଉତ୍ସବ ପାଳନ ଏବଂ ପ୍ରତ୍ୟେକ ନାଗରିକମାନଙ୍କର ଭୋଟ୍ ଦେବାର ଅଧିକାରକୁ ସଶକ୍ତ କରିବା ବିଷୟରେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି :
“ଜାତୀୟ ମତଦାତା ଦିବସ ଆମର ଜୀବନ୍ତ ଗଣତନ୍ତ୍ରର ଉତ୍ସବ ପାଳନ ଏବଂ ପ୍ରତ୍ୟେକ ନାଗରିକମାନଙ୍କର ଭୋଟ ଦେବାର ଅଧିକାରକୁ ସଶକ୍ତ କରିବା ବିଷୟରେ । ଏହା ଦେଶର ଭବିଷ୍ୟତ ଗଠନରେ ଅଂଶଗ୍ରହଣର ଗୁରୁତ୍ୱକୁ ଆଲୋକିତ କରେ । ଏହି ପରିପ୍ରେକ୍ଷୀରେ ସେମାନଙ୍କର ଆଦର୍ଶ ଉଦ୍ୟମ ପାଇଁ ଆମେ ଇସିଆଇର ପ୍ରଶଂସା କରୁଛୁ ।
@ECISVEEP””
SR
(Release ID: 2096581)
Visitor Counter : 30
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam