ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପରମାଣୁ ବୈଜ୍ଞାନିକ ଡକ୍ଟର ରାଜଗୋପାଲା ଚିଦାମ୍ବରମ୍‌ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 04 JAN 2025 12:46PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ପରମାଣୁ ବୈଜ୍ଞାନିକ ଡକ୍ଟର ରାଜଗୋପାଲା ଚିଦାମ୍ବରମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ ଡକ୍ଟର ରାଜଗୋପାଲା ଚିଦାମ୍ବରମ ଭାରତର ପରମାଣୁ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆର୍କିଟେକ୍ଟ ଥିଲେ ଏବଂ ଭାରତର ବୈଜ୍ଞାନିକ ଏବଂ ରଣନୈତିକ ସାମର୍ଥ୍ୟକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ଡକ୍ଟର ରାଜଗୋପାଲା ଚିଦାମ୍ବରମ୍ଙ୍କ ବିୟୋଗରେ ଗଭୀର ଦୁଃଖିତ ସେ ଭାରତର ପରମାଣୁ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆର୍କିଟେକ୍ଟ ଥିଲେ ଏବଂ ଭାରତର ବୈଜ୍ଞାନିକ ରଣନୈତିକ କ୍ଷମତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ସମଗ୍ର ଦେଶ ତାଙ୍କୁ କୃତଜ୍ଞତାର ସହ ସ୍ମରଣ କରିବ ଏବଂ ତାଙ୍କ ପ୍ରୟାସ ଆଗାମୀ ପୀଢ଼ିକୁ ପ୍ରେରଣା ଯୋଗାଇବ।

 

SR


(रिलीज़ आईडी: 2090264) आगंतुक पटल : 37
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam , Malayalam