ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜର୍ଜ କୁରିଏନଙ୍କ ବାସଭବନରେ କ୍ରିଷ୍ଟମାସ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 19 DEC 2024 9:57PM by PIB Bhubaneshwar

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜର୍ଜ କୁରିଏନଙ୍କ ବାସଭବନରେ ଆଜି ଅନୁଷ୍ଠିତ କ୍ରିଷ୍ଟମାସ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବା ସହ ଖ୍ରୀଷ୍ଟିଆନ ସମୁଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଭାବ ବିନିମୟ କରିଥିଲେ

ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି:

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜର୍ଜ କୁରିଏନ ଜୀଙ୍କ ବାସଭବନରେ କ୍ରିଷ୍ଟମାସ ଉତ୍ସବରେ ଯୋଗ ଦେଲି ଖ୍ରୀଷ୍ଟିଆନ ସମୁଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ମଧ୍ୟ ଭାବ ବିନିମୟ କଲି @GeorgekurianBjp ”

SR


(रिलीज़ आईडी: 2086306) आगंतुक पटल : 40
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam