ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୁନିଅର ଏସିଆ କପ୍‌-୨୦୨୪ ବିଜେତା ଭାରତୀୟ ପୁରୁଷ ଜୁନିଅର ପୁରୁଷ ହକି ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 05 DEC 2024 10:44AM by PIB Bhubaneswar

 

ଜୁନିଅର ଏସିଆ କପ୍‌-୨୦୨୪ ବିଜେତା ଭାରତୀୟ ପୁରୁଷ ଜୁନିଅର ହକି ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ହକି ଚାମ୍ପିଅନଙ୍କ ପାଇଁ ଆମେ ଗର୍ବିତ!

ଆମ ପୁରୁଷ ଜୁନିଅର ଟିମ୍ ଜୁନିଅର ଏସିଆ କପ୍ -୨୦୨୪ ଟାଇଟଲ ବିଜୟୀ ହେବା ଭାରତୀୟ ହକି ପାଇଁ ଐତିହାସିକ ମୁହୂର୍ତ୍ତ । ସେମାନଙ୍କ ଅସାଧାରଣ କୌଶଳ, ଅତୁଟ ଧୈର୍ଯ୍ୟ ଏବଂ ଅବିଶ୍ୱସନୀୟ ଦଳଗତ ଖେଳ ଏହି ବିଜୟକୁ ଇତିହାସ ପୃଷ୍ଠାରେ ଲେଖିଦେଇଛନ୍ତି ।

ଯୁବ ଚାମ୍ପିଅନମାନଙ୍କୁ ଅଭିନନ୍ଦନ ଏବଂ ସେମାନଙ୍କ ଭବିଷ୍ୟତର ପ୍ରଚେଷ୍ଟା ପାଇଁ ଶୁଭେଚ୍ଛା ।”

SR


(ରିଲିଜ ଆଡି: 2081369) ପରିଦର୍ଶକ କାଉଣ୍ଟର : 87