ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ଏକ ପେଡ୍ ମାଁ କେ ନାମ୍’ ଅଭିଯାନରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁୟାନା ରାଷ୍ଟ୍ରପତି ଡ. ଇରଫାନ ଅଲି
ପୋଷ୍ଟ କରାଯିବା ଦିନାଙ୍କ:
20 NOV 2024 11:27PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲି ଗୁୟାନାର ଜର୍ଜଟାଉନ୍ରେ ‘ଏକ ପେଡ୍ ମା’ କେ ନାମ୍’ (ମା’ଙ୍କ ନାମରେ ଗୋଟିଏ ଗଛ) ଅଭିଯାନରେ ଭାଗ ନେଇଥିଲେ । ଦୀର୍ଘସ୍ଥାୟିତ୍ଓ୍ବ ପାଇଁ ଏହା ଏକ ସହଭାଗୀ ପ୍ରତିବଦ୍ଧତା ବୋଲି ଶ୍ରୀ ମୋଦୀ କହିଥିଲେ ।
ଗୋଟିଏ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
“ସ୍ଥିରତା ପାଇଁ ଏକ ସହଭାଗୀ ପ୍ରତିବଦ୍ଧତା !
ଏକ ବିଶେଷ ଆବେଗ ସହ ଗୁୟାନାର ରାଷ୍ଟ୍ରପତି ତଥା ମୋର ବନ୍ଧୁ ଡ. ଇରଫାନ୍ ଅଲି ତାଙ୍କ ଜେଜେମା ଏବଂ ଶାଶୁଙ୍କ ସହ ଏକ ବୃକ୍ଷ ରୋପଣ କରି ‘ଏକ୍ ପେଡ୍ ମାଁ କେ ନାମ’ ଅଭିଯାନରେ ଭାଗ ନେଇଥିଲେ ।
@DrMohamedIrfaa1
@presidentaligy”
**********
SR
(ରିଲିଜ ଆଡି: 2075437)
ପରିଦର୍ଶକ କାଉଣ୍ଟର : 77
ଏହି ରିଲିଜ ପଢନ୍ତୁ :
Marathi
,
Assamese
,
Telugu
,
English
,
Urdu
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam