ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆରମ୍ଭ ୬.୦ ଅବସରରେ ଯୁବ ପ୍ରଶାସନିକ ଅଧିକାରୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ



ନାଗରିକଙ୍କ ‘ଇଜ୍ ଅଫ ଲିଭିଙ୍ଗ’ରେ ବିକାଶ ଆଣିବାକୁ ଯୁବ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ପୋଷ୍ଟ କରାଯିବା ଦିନାଙ୍କ: 30 OCT 2024 9:13PM by PIB Bhubaneswar

 

ଆରମ୍ଭ . ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ପ୍ରଶାସନିକ ଅଧିକାରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି ଜନ ଭାଗିଦାରୀ ସ୍ପିରିଟରେ ପ୍ରଶାସନରେ ବିକାଶ ଆଣିବାକୁ ଯୁବ ପ୍ରଶାସନିକ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ଦୃଢ଼ ପ୍ରତିକ୍ରିୟା ତନ୍ତ୍ରର ଗୁରୁତ୍ୱତା ଏବଂ ଅଭିଯୋଗ ଶୁଣାଣି ପଦ୍ଧତିର ବିକାଶ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ନାଗରିକଙ୍କଇଜ୍ ଅଫ ଲିଭିଙ୍ଗରେ ବିକାଶ ଆଣିବାକୁ ଯୁବ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଦେଇଥିଲେ

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଥିଲେ:

ଆରମ୍ଭ . ଅବସରରେ ଯୁବ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କଲି ଜନ ଭାଗିଦାରୀ ସ୍ପିରିଟରେ କିଭଳି ବିକାଶ ହେବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କଲୁ ଦୃଢ଼ ପ୍ରତିକ୍ରିୟା ତନ୍ତ୍ରର ଗୁରୁତ୍ୱତା ଏବଂ ଅଭିଯୋଗ ଶୁଣାଣି ପଦ୍ଧତିର ବିକାଶ ବାବଦରେ ମଧ୍ୟ ଆଲୋଚନା କଲୁ ନାଗରିକଙ୍କଇଜ୍ ଅଫ ଲିଭିଙ୍ଗରେ ବିକାଶ ଆଣିବାକୁ ଯୁବ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଲି

SR


(ରିଲିଜ ଆଡି: 2069843) ପରିଦର୍ଶକ କାଉଣ୍ଟର : 72