ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଦାତିକ ବାହିନୀ ଦିବସରେ ସମସ୍ତ ରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2024 9:07AM by PIB Bhubaneswar

 

ପଦାତିକ ବାହିନୀ ଦିବସରେ ପଦାତିକ ବାହିନୀର ସମସ୍ତରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପଦାତିକ ବାହିନୀ ଦିବସରେ ଆମକୁ ନିରବଚ୍ଛିନ୍ନ ଭାବେସୁରକ୍ଷା ଦେଉଥିବା ପଦାତିକ ବାହିନୀର ସମସ୍ତ ରାଙ୍କ ଓଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁ ଆମେ ସାଲ୍ୟୁଟକରୁଛୁ । ସେମାନେ ସର୍ବଦା ବିପଦ ସମୟରେ ରାଷ୍ଟ୍ରରସୁରକ୍ଷାକୁ ନିଶ୍ଚିତ କରିବାକୁ ଦୃଢ଼ ଭାବେ ଛିଡ଼ା ହୋଇଥାନ୍ତି ।ପଦାତିକ ବାହିନୀ ସାହସ, ବୀରତ୍ୱ ଓ କର୍ତ୍ତବ୍ୟ ଭାବନାରପ୍ରତୀକ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଉଛନ୍ତି ।”

SR

 


(ରିଲିଜ ଆଡି: 2068597) ପରିଦର୍ଶକ କାଉଣ୍ଟର : 93