ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀରେ ବିଜୟାଦଶମୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 12 OCT 2024 7:55PM by PIB Bhubaneshwar

 

ଦିଲ୍ଲୀରେ ଆଜି ଅନୁଷ୍ଠିତ ବିଜୟାଦଶମୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ଦିଲ୍ଲୀରେ ବିଜୟାଦଶମୀ କାର୍ଯ୍ୟକ୍ରମରେ ସାମିଲ ହେଲି ଆମ ରାଜଧାନୀ ଚମତ୍କାର ରାମଲୀଳା ପରମ୍ପରା ପାଇଁ ପରିଚିତ ଏହା ବିଶ୍ୱାସ, ସଂସ୍କୃତି ଏବଂ ପରମ୍ପରାର ଜୀବନ୍ତ ଉତ୍ସବ

SR


(रिलीज़ आईडी: 2064475) आगंतुक पटल : 54
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam