କ୍ୟାବିନେଟ
ରାଜସ୍ଥାନ ଓ ପଞ୍ଜାବର ସୀମାଞ୍ଚଳରେ ସଡ଼କ ନିର୍ମାଣକୁ କ୍ୟାବିନେଟର ମଂଜୁରୀ
Posted On:
09 OCT 2024 4:20PM by PIB Bhubaneshwar
ରାଜସ୍ଥାନ ଓ ପଞ୍ଜାବର ସୀମା ଅଞ୍ଚଳରେ ୨୨୮୦କିଲୋମିଟରର ସଡ଼କ ନିର୍ମାଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟବୈଠକରେ ମଂଜୁରୀ ମିଳିଛି । ସୀମାଞ୍ଚଳରେ ବିକାଶରମୌଳିକ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏ ଦିଗରେ ୪୪୦୬କୋଟି ଟଙ୍କା ନିବେଶ ହେବ ।
ଦେଶର ଅନ୍ୟାନ୍ୟ ଭାଗ ଭଳି ସୀମାବର୍ତ୍ତୀ ଇଲାକାରବିକାଶକୁ ଗୁରୁତ୍ୱ ଦେବା ମାନସିକତା ସ୍ୱରୂପ ଏହି ପ୍ରକଳ୍ପକୁମଂଜୁରୀ ମିଳିଛି ।
ଏହି ନିଷ୍ପତ୍ତି ସଡ଼କ ଏବଂ ସଞ୍ଚାର ବ୍ୟବସ୍ଥା, ଜଳଯୋଗାଣସୁବିଧା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ଉପରେ ଉତ୍ତମ ପ୍ରଭାବପକାଇବ । ଏହା ମଧ୍ୟ ଗ୍ରାମାଞ୍ଚଳରର ଜୀବିକା, ଯାତ୍ରାରସୁଯୋଗକୁ ବଢ଼ାଇବା ସହ ରାଜମାର୍ଗ ସହ ଏହି ଅଞ୍ଚଳକୁଯୋଡ଼ିବାରେ ସହାୟକ ହୋଇପାରିବ ।
SR
(Release ID: 2063689)
Visitor Counter : 38
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam