ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବରାତ୍ରୀର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 OCT 2024 9:07AM by PIB Bhubaneshwar
ନବରାତ୍ରୀର ଷଷ୍ଠ ଦିନରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ନବରାତ୍ରୀର ଷଷ୍ଠୀରେ ମା’ କାତ୍ୟାୟନୀଙ୍କୁ ବିଶେଷ ପ୍ରାର୍ଥନା । ମାତାଙ୍କ ଆଶୀର୍ବାଦରେ ତାଙ୍କର ସବୁ ଭକ୍ତଙ୍କ ଜୀବନରେ ଶକ୍ତି, ସାମର୍ଥ୍ୟ ଏବଂ ସାହସର ସଞ୍ଚାର ହେଉ, ଏହି ପ୍ରାର୍ଥନା ।”
SR
(ରିଲିଜ ଆଡି: 2063185)
ପରିଦର୍ଶକ କାଉଣ୍ଟର : 77
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam