ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବରାତ୍ରୀର ଚତୁର୍ଥ ଦିନରେ ଦେବୀ କୁଷମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
06 OCT 2024 8:40AM by PIB Bhubaneswar
ନବରାତ୍ରୀର ଚତୁର୍ଥ ଦନିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବୀ କୁଷମାଣ୍ଡାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ନବରାତ୍ରିର ଚତୁର୍ଥ ଦିନରେ ଦେବୀ କୁଷମାଣ୍ଡାଙ୍କୁ ପ୍ରଣାମ ! ମୁଁ ଏହି କାମନା କରୁଛି ଯେ, ମା ଙ୍କ କୃପାରୁ ସମସ୍ତଙ୍କ ଜୀବନ ଆୟୁଷ୍ମାନ ହେଉ । ମା ଙ୍କ ଏହି ବନ୍ଦନା ଏଠରେ ଦେଉଛି......”
SR
(ରିଲିଜ ଆଡି: 2063035)
ପରିଦର୍ଶକ କାଉଣ୍ଟର : 77
ଏହି ରିଲିଜ ପଢନ୍ତୁ :
Tamil
,
English
,
Urdu
,
Marathi
,
हिन्दी
,
Manipuri
,
Bengali-TR
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam