ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୱାଶିମ୍‌ରେ ବଂଜାରା ସମ୍ପ୍ରଦାୟର ସାଧୁମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 OCT 2024 5:47PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଶିମରେ ବଂଜାରା ସମ୍ପ୍ରଦାୟର ସମ୍ମାନିତ ସାଧୁମାନଙ୍କୁ ଭେଟିଛନ୍ତି ସମାଜର ସେବା ପାଇଁ ସେମାନଙ୍କର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

ୱାଶିମ୍ରେ ବଂଜାରା ସମ୍ପ୍ରଦାୟର ସମ୍ମାନିତ ସାଧୁମାନଙ୍କୁ ଭେଟିଲି ସମାଜର ସେବା ପାଇଁ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କଲି

 

 

SR


(रिलीज़ आईडी: 2062505) आगंतुक पटल : 83
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam