ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ପ୍ରୋତ୍ସାହନମୂଳକ କୃତିତ୍ୱ ଭାବେ ଖଦି ବିକ୍ରିରେ ରେକର୍ଡ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ଦେଶବାସୀଙ୍କ ମଧ୍ୟରେ ସ୍ୱଦେଶୀ ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି: ପ୍ରଧାନମନ୍ତ୍ରୀ

Posted On: 05 OCT 2024 2:56PM by PIB Bhubaneshwar

ଏକ ଉତ୍ସାହଜନକ କୃତିତ୍ୱ ଭାବେ ଖଦି ବିକ୍ରିରେ ରେକର୍ଡ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି । ଦେଶବାସୀଙ୍କ ମଧ୍ୟରେ ସ୍ୱଦେଶୀ ବ୍ୟବହାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ସେ ଉଲ୍ଲେଖ କରିଛନ୍ତି ।

ଖଦି ଇଣ୍ଡିଆ ପକ୍ଷରୁ ଏକ୍ସ ରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ବହୁତ ଉତ୍ସାହବର୍ଦ୍ଧକ ଉପଲବ୍ôଧ! ଖଦି ବିକ୍ରିର ଏହି ନୂଆ ରେକର୍ଡ ଏହା ସ୍ପଷ୍ଟ କରୁଛି କି ଦେଶବାସୀଙ୍କ ମଧ୍ୟରେ ସ୍ୱଦେଶୀ ବ୍ୟବହାରର ଧାରା କେତେ ଦ୍ରୁତ ଗତିରେ ବଢ଼ି ଚାଲିଛି । ମୁଁ ଖୁସି ଯେ ଏହି ଭାବନା ଖଦି ସହ ଯୋଡ଼ି ହୋଇ ରହିଥିବା ଆମ କାରିଗର ଭାଇ-ଭଉଣୀମାନଙ୍କ ଜୀବନଧାରାକୁ ଏହା ସହଜ କରିବାରେ ସହାୟକ ହୋଇପାରିବ ।

SR



(Release ID: 2062406) Visitor Counter : 8