ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୦ ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କଲେ

प्रविष्टि तिथि: 03 OCT 2024 8:52AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗତ ୧୦ ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି ।

ଏକ୍ସରେ ନ୍ୟୁ ଇଣ୍ଡିଆ ଜଙ୍କସନ୍ ଦ୍ୱାରା ଏକ ଇନ୍‌ଫୋଗ୍ରାଫିକ୍ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି;

“ସ୍ୱଚ୍ଛ ଭାରତ ଦ୍ୱାରା କରାଯାଇଥିବା ପରିବର୍ତ୍ତନଶୀଳ ପ୍ରଭାବର ଏକ ଝଲକ ।

#10YearsOfSwachhBharat”

 

 

SR   


(रिलीज़ आईडी: 2061507) आगंतुक पटल : 67
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam