ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗାନ୍ଧୀ ଜୟନ୍ତୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 OCT 2024 9:00AM by PIB Bhubaneshwar
ଗାନ୍ଧୀ ଜୟନ୍ତୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସ ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ସମସ୍ତ ଦେଶବାସୀଙ୍କ ପକ୍ଷରୁ ପୂଜ୍ୟ ବାପୁଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ନମନ । ସତ୍ୟ, ସଦଭାବ ଏବଂ ସମାନତା ଆଧାରିତ ତାଙ୍କ ଜୀବନ ଏବଂ ଆଦର୍ଶ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାଦାୟକ ରହିବ ।”
SR
(ରିଲିଜ ଆଡି: 2061055)
ପରିଦର୍ଶକ କାଉଣ୍ଟର : 63
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam