ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଟାଟା ସନ୍ସ ଏବଂ ପିଏସଏମସି ଲିଡରସିପ୍ ଟିମଙ୍କୁ ଭେଟିଲେ
ସେମିକଣ୍ଡକ୍ଟର ନିର୍ମାଣ ପ୍ରକଳ୍ପ ବାବଦରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
26 SEP 2024 8:51PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟାଟା ସନ୍ସ ଏବଂ ପିଏସଏମସି ଲିଡରସିପ ଟିମଙ୍କୁ ଭେଟିଛନ୍ତି । ଭାରତରେ ସେମିକଣ୍ଡକ୍ଟର ନିର୍ମାଣ ପ୍ରକଳ୍ପର ଅଗ୍ରଗତିକୁ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା । ଭାରତରେ ତାର କାରବାରର ବିସ୍ତାର ପାଇଁ ପିଏସଏମସି ଇଚ୍ଛା ପ୍ରକାଶ କରିଥିଲା ।
ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତିି:
“ଟାଟା ସନ୍ସ ଓ ପିଏସଏମସି ଲିଡରସିପ ଟିମ ସହ ଏକ ଭଲ ବୈଠକ ହେଲା । ସେମିକଣ୍ଡକ୍ଟର ନିର୍ମାଣ ପ୍ରକଳ୍ପର ଅଗ୍ରଗତି ବାବଦରେ ସେମାନେ ସୂଚନା ଦେଲେ । ଭାରତରେ ତାର କାରବାର ବିସ୍ତାର କରିବାକୁ ପିଏସଏମସି ଇଚ୍ଛା ପ୍ରକାଶ କରିଥିଲା ।”
SR
(रिलीज़ आईडी: 2059302)
आगंतुक पटल : 67
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam