ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ମହିଳା ୨୦୦ ମିଟର ଦୌଡରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥ୍‌ଲେଟ୍ ସିମ୍‌ରନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 08 SEP 2024 8:31AM by PIB Bhubaneshwar

ପ୍ୟାରିସ୍ ପାରାଲିମ୍ପିକ୍ସରେ ମହିଳା ୨୦୦ ମିଟର ଟି୧୨ ଇଭେଣ୍ଟ୍‌ରେ ବ୍ରୋଞ୍ଜ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥଲେଟ୍ ସିମରନ୍ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ପାରାଲିମ୍ପିକ୍ସ ୨୦୨୪ରେ ମହିଳା ୨୦୦ ମିଟର ଟି୧୨ ଇଭେଣ୍ଟ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସିମ୍‌ରନ୍ ଶର୍ମାଙ୍କୁ ଅଭିନନ୍ଦନ ! ତାଙ୍କର ଏହି ସଫଳତା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ । ଉତ୍କର୍ଷ ଏବଂ ଦକ୍ଷତା ପ୍ରତି ତାଙ୍କର ପ୍ରତିବଦ୍ଧତା ଉଲ୍ଲେଖନୀୟ । #Cheer4Bharat

 

 

SR     



(Release ID: 2053043) Visitor Counter : 24