ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରୋଞ୍ଜ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ନିତ୍ୟା ଶ୍ରୀ ଶିବନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

प्रविष्टि तिथि: 03 SEP 2024 10:53AM by PIB Bhubaneshwar

 

ଚଳିତ ପ୍ୟାରିସ ପାରାଲିମ୍ପିକ୍ସର ମହିଳା ଏକକ ବ୍ୟାଡମିଣ୍ଟନ ଏସଏଚ୬ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ନିତ୍ୟା ଶ୍ରୀ ଶିବନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ତାଙ୍କର ଏହି ସଫଳତା ଅଗଣିତ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

#Paralympics2024! ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ମହିଳା ଏକକ ବ୍ୟାଡମିଣ୍ଟରନ ଏସଏଚ୬ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ନିତ୍ୟା ଶ୍ରୀ ଶିବନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ଅଗଣିତ ଲୋକଙ୍କୁ ତାଙ୍କର ଏହି ସଫଳତା ପ୍ରେରଣା ଯୋଗାଇବା ସହ କ୍ରୀଡ଼ା ପ୍ରତି ତାଙ୍କର ଦୃଢ଼ ମନୋଭାବକୁ ଏହା ଦର୍ଶାଉଛି

@07nithyasre#Cheer4Bharat”

SR


(रिलीज़ आईडी: 2051540) आगंतुक पटल : 73
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali-TR , Assamese , Bengali , Punjabi , Gujarati , Tamil , Telugu , Kannada , Malayalam