ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୦୦ ମିଟର ଟି୩୫ ଖେଳରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ଆଥଲେଟ୍ ପ୍ରୀତି ପାଲ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 30 AUG 2024 6:19PM by PIB Bhubaneshwar

 

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ୧୦୦ ମିଟର ଟି୩୫ ଇଭେଣ୍ଟ୍ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଆଥଲେଟ୍ ପ୍ରୀତି ପାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ପାରାଲିମ୍ପିକ୍ସ ୨୦୨୪ରେ ୧୦୦ ମିଟର ଟି୩୫ ଇଭେଣ୍ଟରେ ପ୍ରୀତି ପାଲ ବ୍ରୋଞ୍ଜ ପଦକ ଜିତିଥିବାରୁ ଏହା ଭାରତ ପାଇଁ ଅଧିକ ଗୌରବର ବିଷୟ

ଏଥିପାଇଁ ତାଙ୍କୁ ଅଭିନନ୍ଦନ ଏହି ସଫଳତା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅନ୍ୟ ଆଥଲେଟ୍ମାନଙ୍କୁ ଉତ୍ସାହିତ କରିବ।

#Cheer4Bharat”

 

SR



(Release ID: 2050363) Visitor Counter : 10