ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜମ୍ମୁ-କାଶ୍ମୀରର ତିରଙ୍ଗା ଯାତ୍ରାଙ୍କୁ ପ୍ରେରଣାଦାୟକ କହିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 12 AUG 2024 12:33PM by PIB Bhubaneshwar

ଜମ୍ମୁ-କାଶ୍ମୀରର ଜନସାଧାରଣଙ୍କ ଦ୍ୱାରା ଆୟୋଜିତ ତିରଙ୍ଗା ଯାତ୍ରା ପ୍ରେରଣାଦାୟକ ବୋଲି ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ଏକ୍ସରେ ପୋଷ୍ଟ ହୋଇଥିବା ନିମ୍ନଲିଖିତ ବାର୍ତ୍ତାଟିକୁ ଶ୍ରୀ ମୋଦୀ ରିପୋଷ୍ଟ କରିଛନ୍ତି:

“#TirangaYatra କୁ ନେଇ ଜମ୍ମୁ-କାଶ୍ମୀର ଜନସାଧାରଣଙ୍କ ଏହି ଭାବନା ଯେକୌଣସି ବ୍ୟକ୍ତିଙ୍କ ପାଇଁ ପ୍ରେରଣାଦାୟକ

SR



(Release ID: 2044498) Visitor Counter : 25