ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୃଷକଙ୍କ କଲ୍ୟାଣ ଦିଗରେ ଆମ ସରକାର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
प्रविष्टि तिथि:
12 AUG 2024 11:21AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ତାଙ୍କ ସରକାର କୃଷକଙ୍କ କଲ୍ୟାଣ ଦିଗରେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।
ଶ୍ରୀ ମୋଦୀ କହିଛନ୍ତି, କୃଷକମାନଙ୍କ ସହ ତାଙ୍କ ବୈଠକ ଏକ ସ୍ମରଣୀୟ ଅଭିଜ୍ଞତା ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଆମ ସରକାର କୃଷକଙ୍କ କଲ୍ୟାଣ ଦିଗରେ ପ୍ରତିବଦ୍ଧ । ଏହି ଲକ୍ଷ୍ୟରେ ଅନ୍ନଦାତାମାନଙ୍କୂୁ ଭେଟିବାର ଅନୁଭବ ସ୍ମରଣୀୟ ହୋଇଛି ।”
SR
(रिलीज़ आईडी: 2044452)
आगंतुक पटल : 73
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Hindi_MP
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam