ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜସ୍ଥାନର ବିଧାୟକ ଶ୍ରୀ ଅମୃତଲାଲ ମୀନାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 08 AUG 2024 9:46PM by PIB Bhubaneshwar

ରାଜସ୍ଥାନର ସାଲୁମ୍ବର ବିଧାନସଭା କ୍ଷେତ୍ରର ବିଧାୟକଶ୍ରୀ ଅମୃତଲାଲ ମୀନାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗଭୀର ଶୋକ ପ୍ରକାଶ କରିଛନ୍ତି

ସେ ତାଙ୍କ ଅଞ୍ଚଳର ବିକାଶ ପାଇଁ ଏବଂ ସାଙ୍ଗଠନିକ କାର୍ଯ୍ୟ ପ୍ରତି କେତେ ପ୍ରତିବଦ୍ଧ ଥିଲେ ତାହାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ରାଜସ୍ଥାନର ସାଲୁମ୍ବରର ବିଜେପି ବିଧାୟକ ଅମୃତ ଲାଲ ମୀନାଙ୍କ ନିଧନରେ ବହୁତ ଦୁଃଖିତ ସେ ଦଳର ଜଣେ କର୍ମଠ କାର୍ଯ୍ୟକର୍ତ୍ତା ଥିଲେ ନିଜ ଅଞ୍ଚଳର ବିକାଶ ସହ ସଂଗଠନକୁ ସୁଦଢ଼ କରିବା ଦିଗରେ ତାଙ୍କର ବହୁଭୂଲ୍ୟ ଯୋଗଦାନ ଥିଲା ଦୁଃଖର ଏହି ସମୟରେ ତାଙ୍କ ପରିବାର ସମ୍ପର୍କୀୟଙ୍କ ପ୍ରତି ମୋର ଗଭୀର ସମବେଦନା ଓମ୍ ଶାନ୍ତି!”

SR

  


(रिलीज़ आईडी: 2043429) आगंतुक पटल : 59
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada