ପୋଷ୍ଟ କରାଯିବା ଦିନାଙ୍କ:
03 AUG 2024 9:41PM by PIB Bhubaneswar
ମେଘାଳୟର ରାଜ୍ୟପାଳ ଶ୍ରୀ ସି ଏଚ୍ ବିଜୟଶଙ୍କର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ମେଘାଳୟର ରାଜ୍ୟପାଳ ଶ୍ରୀ ସି ଏଚ୍ ବିଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।”
SR