ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡ. ଭାଲିଆଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 19 JUL 2024 8:48PM by PIB Bhubaneshwar

ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଗବେଷଣା କ୍ଷେତ୍ରରେ ଅଗ୍ରଦୂତ ଭାବେ ପରିଚିତ ଡ. ଭାଲିଆଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଗବେଷଣା କ୍ଷେତ୍ରରେ ଅଗ୍ରଦୂତ ଥିବା ଡ. ଭାଲିଆଥନଙ୍କ ପରଲୋକରେ ଦୁଃଖିତ । ତାଙ୍କ ଅବଦାନ ଏକ ଅଲିଭା ଛାପ ଏବଂ ଅଗଣିତ ଲୋକଙ୍କୁ ଫାଇଦା ଦେଇଛି । ବିଶେଷ କରି କମ୍ ଖର୍ଚ୍ଚରେ ଚିକିତ୍ସା ଏବଂ ଉନ୍ନତ ନବାଚାର ପାଇଁ ସେ ମନେ ରହିବେ । ଭାରତରେ ମେଡିକାଲ ଶିକ୍ଷାର ବିକାଶ କ୍ଷେତ୍ରରେ ମଧ୍ୟ ସେ ଥିଲେ ଅଗ୍ରଦୂତ । ତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ପାଇଁ ମୋର ସମବେଦନା । ଓମ୍ ଶାନ୍ତି ।”

SR



(Release ID: 2035888) Visitor Counter : 5