ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୟନ୍ତୀ ଅବସରରେ ଚନ୍ଦ୍ର ଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 23 JUL 2024 9:59AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ର ଶେଖର ଆଜାଦଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଜୟନ୍ତୀ ଅବସରରେ ମୁଁ ମହାନ ଚନ୍ଦ୍ର ଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଜଣେ ନୀର୍ଭିକ ହିରୋ ଥିଲେ, ଭାରତର ସ୍ୱାଧିନତା ପାଇଁ ଅଦମ୍ୟ ସାହସ ଏବଂ ପ୍ରତିବଦ୍ଧତାର ବରଦାନ ପ୍ରାପ୍ତ ହୋଇଥିଲେ । ତାଙ୍କର ଆଦର୍ଶ ଏବଂ ଚିନ୍ତାଧାରା ଲକ୍ଷ ଲକ୍ଷ ଲୋକ ବିଶେଷକରି ଯୁବପିଢ଼ୀଙ୍କ ହୃଦୟ ଏବଂ ଚିନ୍ତାଧାରାରେ ବଳବତ୍ତର ରହିଛି ।

 

SR  



(Release ID: 2035641) Visitor Counter : 8