ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟରେ ଅନୁଗାମୀ ସଂଖ୍ୟା ୧୦ କୋଟି ଟପିଲା

प्रविष्टि तिथि: 14 JUL 2024 10:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅନୁଗାମୀଙ୍କ ସଂଖ୍ୟା ୧୦ କୋଟି ଅତିକ୍ରମ କରିଛି । ଏଥିସହ ଏହି ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ସବୁଠାରୁ ଅଧିକ ଅନୁଗାମୀ ଥିବା ବିଶ୍ୱସ୍ତରୀୟ ନେତା ଭାବରେ ଅଗ୍ରଣୀ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ ଏକ୍ସରେ ୧୦ କୋଟି !

ଏହି ଜୀବନ୍ତ ମାଧ୍ୟମରେ ରହି ମୁଁ ଖୁସି ଏବଂ ଏଥିରେ ହେଉଥିବା ଆଲୋଚନା, ବିତର୍କ, ଅର୍ନ୍ତଦୃଷ୍ଟି, ଲୋକଙ୍କ ଆର୍ଶୀବାଦ ଓ ଗଠନମୂଳକ ସମାଲୋଚନାରୁ ଆନନ୍ଦ ଲାଭ କରୁଛି ।

ଆଗାମୀ ଦିନରେ ମଧ୍ୟ ଏପରି ଆକର୍ଷକ ସମୟ ଆସିବ ବୋଲି ଆଶା କରୁଛି ।”

 

SR


(रिलीज़ आईडी: 2033267) आगंतुक पटल : 107
इस विज्ञप्ति को इन भाषाओं में पढ़ें: Telugu , Kannada , English , Urdu , Marathi , हिन्दी , Hindi_MP , Manipuri , Bengali , Assamese , Punjabi , Gujarati , Tamil , Malayalam