ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାଂସଦ ଡି. ଶ୍ରୀନିବାସ ଗାରୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 29 JUN 2024 8:44PM by PIB Bhubaneshwar

ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଡି. ଶ୍ରୀନିବାସ ଗାରୁଙ୍କପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତକରିଛନ୍ତି ।

ଗରିବଙ୍କ ବିକାଶ ଓ ଜନସେବା ପାଇଁ ଶ୍ରୀ ଗାରୁ ମନେ ରହିବେବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପୂର୍ବତନ ସାଂସଦ ଶ୍ରୀ ଶ୍ରୀନିବାସ ଗାରୁଙ୍କ ପରଲୋକରେଦୁଖିଃତ । ଦୀର୍ଘବର୍ଷର ଜନସେବା ଓ ଗରିବଙ୍କ ବିକାଶ ପାଇଁକରିଥିବା କାମ ପାଇଁ ସେ ମନେ ରହିବେ । ଏଭଳି ଦୁଃଖସମୟରେ ତାଙ୍କ ପରିବାର ଓ ସମର୍ଥକଙ୍କ ପାଇଁ ମୋରସମବେଦନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ” ।

SR



(Release ID: 2029632) Visitor Counter : 26