ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କିକେଟ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
29 JUN 2024 11:56PM by PIB Bhubaneswar
ଆଜି ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିବାରୁ ଭାରତୀୟ କ୍ରିକେଟ ଟିମକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ଭାରତୟ ଟିମର ଏହି କୃତିତ୍ୱ ପାଇଁସମଗ୍ର ଦେଶ ଗର୍ବିତ ଏବଂ ଟିମର ପ୍ରଦର୍ଶନକୁ ପ୍ରଶଂସା କରାଯାଉଛି ।ଟୁର୍ଣ୍ଣାମେଣ୍ଟରେ ପ୍ରତିଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଏହା ବିଜୟକୁୂ ଅଧିକସ୍ୱତନ୍ତ୍ର କରିଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଚମ୍ପିଆନ୍ସ!
ଆମ ଟିମ ଏକ ଷ୍ଟାଇଲରେ ଟି-୨୦ ବିଶ୍ୱକପ୍ ଆଣିଛି !
ଭାରତୀୟ କ୍ରିକେଟ ଟିମ୍ ପାଇଁ ଆମେ ଗର୍ବିତ ।
ଏହି ମ୍ୟାଚ୍ ଐତିହାସିକ ।”
SR
(ରିଲିଜ ଆଡି: 2029631)
ପରିଦର୍ଶକ କାଉଣ୍ଟର : 94
ଏହି ରିଲିଜ ପଢନ୍ତୁ :
Khasi
,
English
,
Urdu
,
Marathi
,
हिन्दी
,
Hindi_MP
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam