ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାଶୀ ବିଶ୍ୱନାଥ ମନ୍ଦିରର ପୂର୍ବତନ ମହନ୍ତ ଡ. କୁଳପତି ତିୱାରୀଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 26 JUN 2024 8:45PM by PIB Bhubaneshwar

କାଶୀ ବିଶ୍ୱନାଥ ମନ୍ଦିରର ପୂର୍ବତନ ମହନ୍ତ . କୁଳପତି ତିୱାରୀଙ୍କ ନିଧନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

କାଶୀ ବିଶ୍ୱନାଥ ମନ୍ଦିରର ପୂର୍ବତନ ମହନ୍ତ ଡା. କୁଳପତି ତିୱାରୀଙ୍କ ପରଲୋକର ଦୁଃଖଦ ଖବର ପ୍ରାପ୍ତ ହେଲି ଡା.କୁଳପତି ଜୀ ଦୀର୍ଘଦିନ ଧରି ଅନନ୍ୟ ଭାବରେ ବାବା ବିଶ୍ୱନାଥଙ୍କ ସେବା କରୁଥିଲେ ଏବଂ ଆଜି ବାବାଙ୍କ ଚରଣରେ ଲୀନ ହୋଇଯାଇଛନ୍ତି ତାଙ୍କର ଶିବଲୋକ୍ୱନ କାଶୀ ପାଇଁ ଏକ ଅପୂରଣୀୟ କ୍ଷତି

SR


(रिलीज़ आईडी: 2028936) आगंतुक पटल : 81
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam