ପୋଷ୍ଟ କରାଯିବା ଦିନାଙ୍କ:
22 JUN 2024 6:23PM by PIB Bhubaneswar
ସନ୍ଥ କବୀର ଦାସଙ୍କ ଜନ୍ମ ଜୟନ୍ତୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଶ୍ରୀ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି:
“ସନ୍ଥ କବୀର ଦାସଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।”
SR