ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଭଦ୍ରାସନ ଯୋଗ ଭିଡିଓ ଶେୟାର କଲେ

प्रविष्टि तिथि: 18 JUN 2024 11:48AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଦ୍ରାସନ ଯୋଗର ବିସ୍ତୃତ ଭିଡିଓ ଶେୟାର କରିଛନ୍ତି । ଗଣ୍ଠି ପାଇଁ ଏହାର ଉପଯୋଗିତା ସହ ଏହି ଯୋଗ ଅଭ୍ୟାସ ଦ୍ୱାରା ଆଣ୍ଠୁ ଯନ୍ତ୍ରଣା ହ୍ରାସ ପାଇଥାଏ ବୋଲି ଉକ୍ତ ଭିଡିଓରେ ବର୍ଣ୍ଣନା କରାଯାଇଛି। ଭଦ୍ରାସନ ଯୋଗ ସ୍ଥିତି ମଧ୍ୟ ପେଟ ପାଇଁ ଭଲ ଅଟେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

“ଭଦ୍ରାସନ ଗଣ୍ଠିକୁ ମଜଭୂତ କରିବା ପାଇଁ ଭଲ ଏବଂ ଆଣ୍ଠୁ ଯନ୍ତ୍ରଣା ହ୍ରାସ କରିଥାଏ । ଏହା ମଧ୍ୟ ପେଟର ସମସ୍ୟା ଦୂର କରିବା ସହାୟ ହୋଇଥାଏ ।”

  SR


(रिलीज़ आईडी: 2026047) आगंतुक पटल : 74
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam