ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଦ୍‌-ଉଲ୍‌-ଅଦ୍‌ହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 17 JUN 2024 10:05AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ୍‌-ଉଲ୍‌-ଅଦ୍‌ହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

“ଇଦ୍‌-ଉଲ୍‌-ଅଦ୍‌ହାର ଶୁଭେଚ୍ଛା ! ଏହି ବିଶେଷ ଉତ୍ସବ ଆମ ସମାଜରେ ସୌହାର୍ଦ୍ଧ୍ୟ ଏବଂ ଏକତାର ବନ୍ଧନକୁ ଅଧିକ ମତଭୂତ କରିବ । ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ ।”

  SR


(Release ID: 2026046)