ନିର୍ବାଚନ ଆୟୋଗ

ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ


ମତଦାନ ହାର - ରାତି ୮ଟା ସୁଦ୍ଧା ୬୧.୪୫% ମତଦାନ

ବର୍ତ୍ତମାନ ସୁଦ୍ଧା ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ୨୮୩ଟି ସଂସଦୀୟ କ୍ଷେତ୍ରରେ ମତଦାନ ଶେଷ; ଅଧା କ୍ଷେତ୍ରରେ ସରିଲା ଭୋଟ୍‌

ତୃତୀୟ ପର୍ଯ୍ୟାୟରେ ମତଦାନକୁ ଦେଖି ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କଲେ ୭୫ ଅନ୍ତର୍ଜାତୀୟ ପ୍ରତିନିଧି

Posted On: 07 MAY 2024 8:43PM by PIB Bhubaneshwar

ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୩ଟି ସଂସଦୀୟ କ୍ଷେତ୍ରରେ ରାତି ୮ଟା ସୁଦ୍ଧା ୬୧.୪୫ ପ୍ରତିଶତ ମତଦାନ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲେ ମଧ୍ୟ ଅନେକ ମତଦାନ କେନ୍ଦ୍ରରେ ମତଦାତାମାନେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। କେତେକ ଅଞ୍ଚଳରେ ଗରମ ପାଗ ଅନୁଭୂତ ହୋଇଥିଲେ ମଧ୍ୟ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମତଦାତାମାନେ ଉତ୍ସାହର ସହ ମତଦାନ କେନ୍ଦ୍ରରେ ମତଦାନ କରିବା ପାଇଁ ଅଂଶଗ୍ରହଣ କରିଥିଲେ । ନିର୍ବାଚନ ଆୟୋଗ ଏହି ପର୍ଯ୍ୟାୟ ଠାରୁ ମତଦାତାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରମୁଖ ଟେଲିକମ୍ ସେବା ପ୍ରଦାନକାରୀଙ୍କ ସହାୟତାରେ ଜାତୀୟ ଓ ରାଜ୍ୟ ଆଇକନମାନଙ୍କ ଠାରୁ ଏସ୍ଏମ୍ଏସ୍ ଆଲର୍ଟ, ହ୍ୱାଟ୍ସଆପ୍ ମେସେଜ୍ ଏବଂ ଭଏସ୍ କଲ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୨୮୩ଟି ସଂସଦୀୟ କ୍ଷେତ୍ରରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇଛି ଏହି ପର୍ଯ୍ୟାୟରେ ମୋଟ ୧୩୩୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

 

ମତଦାନ କେନ୍ଦ୍ରରେ ମହିଳା ଭୋଟର୍‌

 

ମତଦାତାଙ୍କ ତଥ୍ୟ ଏବଂ ମତଦାନ ହାର:

 

ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଥିବା ପ୍ରତ୍ୟେକ ରାଜ୍ୟ / ୯୩ ଟି ସଂସଦୀୟ କ୍ଷେତ୍ର / ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ଆସୁଥିବା ପ୍ରତିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆନୁମାନିକ ମତଦାନ ତଥ୍ୟ ପୂର୍ବରୁ ଭୋଟର ମତଦାନ ଆପ୍ (ଭିଟିଆର ଆପ୍) ଲାଇଭ୍‌ ଉପଲବ୍ଧ ଅଛି । ଗଣମାଧ୍ୟମ ଓ ଅନ୍ୟ ଅଂଶୀଦାରଙ୍କ ସୁବିଧା ପାଇଁ ରାଜ୍ୟ/ ସଂସଦୀୟ କ୍ଷେତ୍ର / ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିକ ତଥ୍ୟ ବ୍ୟତୀତ ପର୍ଯ୍ୟାୟକ୍ରମିକ ମତଦାନ ହାରକୁ ଦର୍ଶାଇବା ପାଇଁ ଆୟୋଗ ଭିଟିଆର ଆପରେ ଏକ ନୂଆ ଫିଚର ଯୋଡ଼ିଛନ୍ତି।  VTR ଆପ୍ ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ:

 

https://play.google.com/store/apps/details?id=in.gov.eci.pollturnout&hl=en_IN

https://apps.apple.com/in/app/voter-turnout-app/id1536366882

 

ରାତି ପ୍ରାୟ ୮ଟା ସୁଦ୍ଧା ମତଦାନ ହାର ତଥ୍ୟକୁ ଭିଟିଆର ଆପ୍ ରେ କ୍ରମାଗତ ଭାବେ ଅପଡେଟ୍ କରାଯିବ, କାରଣ ବିଭିନ୍ନ ପୋଲିଂ ଦଳ ଆନୁଷ୍ଠାନିକ ଭାବେ ମତଦାନ ଶେଷ କରି ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟମାନଙ୍କୁ ଫର୍ମ ୧୭ ସି ପ୍ରଦାନ କରିବେ। ବୈଧାନିକ ଆବଶ୍ୟକତା ଅନୁଯାୟୀ, ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଫର୍ମ ୧୭ସିରେ ପୂର୍ଣ୍ଣ ସଂଖ୍ୟାରେ ମତଦାନ ରେକର୍ଡ କରାଯିବ। ସ୍ୱଚ୍ଛତାର ମାପକାଠି ଭାବରେ ପ୍ରିଜାଇଡିଂ ଅଫିସର ଏବଂ ସମସ୍ତ ବର୍ତ୍ତମାନର ପୋଲିଂ ଏଜେଣ୍ଟଙ୍କ ଦ୍ୱାରା ଦସ୍ତଖତ କରାଯାଇଥିବା ଫର୍ମ ୧୭ସିର ନକଲ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ବର୍ତ୍ତମାନର ପୋଲିଂ ଏଜେଣ୍ଟଙ୍କୁ ପ୍ରଦାନ କରାଯାଇଥାଏ। ତେଣୁ ପ୍ରକୃତ ମତଦାନ ହାର ସମ୍ପର୍କରେ ମତଦାନ କେନ୍ଦ୍ର ଆଧାରିତ ତଥ୍ୟ ପ୍ରାର୍ଥୀଙ୍କ ନିକଟରେ ସର୍ବଦା ଉପଲବ୍ଧ ରହିଥାଏ, ଯାହା ଏକ ବୈଧାନିକ ଆବଶ୍ୟକତା।

ଗଣମାଧ୍ୟମ ସମେତ ସମସ୍ତ ଅଂଶୀଦାରଙ୍କ ସ୍ୱଚ୍ଛତା ଓ ସୁବିଧା ବୃଦ୍ଧି ପାଇଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପାଇଁ ସଂସଦୀୟ କ୍ଷେତ୍ର ଭିତ୍ତିକ ଭୋଟରଙ୍କ ମତଦାନ ହାର ତଥ୍ୟ ଯଥାକ୍ରମେ ଏ୧, ଏ୨ ଓ ଏ୩ରେ ପ୍ରଦାନ କରାଯାଉଛି। ଏହା ଦ୍ୱାରା ସମ୍ପୃକ୍ତ ବିଧାନସଭା କ୍ଷେତ୍ରର ତଥ୍ୟ ସହିତ ସମୁଦାୟ ସଂସଦୀୟ କ୍ଷେତ୍ର ଭିତ୍ତିକ ମତଦାନ ସଂଖ୍ୟା ଭିଟିଆର ଆପରେ ଅପଡେଟ୍ ହେବା ପରେ ନିୟମିତ ବ୍ୟବଧାନରେ ଭୋଟରଙ୍କ ସଂଖ୍ୟା ଗଣନା ସହଜ ହେବ ।

ରାତି ୮ଟା ସୁଦ୍ଧା ରାଜ୍ୟଭିତ୍ତିକ ଆନୁମାନିକ ମତଦାନ ହାର ତଥ୍ୟ ନିମ୍ନରେ ଦିଆଯାଇଛି:

 

କ୍ରଂ. ନଂ.

ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ

ସଂସଦୀୟ କ୍ଷେତ୍ର ସଂଖ୍ୟା

ଆନୁମାନିକ ମତଦାନ ହାର ପ୍ରତିଶତ

1

ଆସାମ

4

75.26

2

ବିହାର

5

56.55

3

ଛତିଶଗଡ଼

7

66.99

4

ଦାଦ୍ରା ଓ ନଗର ହାଭେଲି ଏବଂ ଡାମନ ଓ ଡି

2

65.23

5

ଗୋଆ

2

74.27

6

ଗୁଜରାଟ

25

56.76

7

କର୍ଣ୍ଣାଟକ

14

67.76

8

ମଧ୍ୟପ୍ରଦେଶ

9

63.09

9

ମହାରାଷ୍ଟ୍ର

11

54.77

10

ଉତ୍ତର ପ୍ରଦେଶ

10

57.34

11

ପଶ୍ଚିମବଙ୍ଗ

4

73.93

୧୧ରୁ ଅଧିକ ରାଜ୍ୟ

(୯୩  ସଂସଦୀୟ କ୍ଷେତ୍ର ସଂଖ୍ୟା)

93

61.45

 

 

କ୍ଷେତ୍ର ଅଧିକାରୀଙ୍କ ଦ୍ୱାରା ସିଷ୍ଟମରେ ପୂରଣ କରାଯାଉଥିବା ସୂଚନା ଉପରେ ଏଠାରେ ପ୍ରଦର୍ଶିତ ତଥ୍ୟ ଆଧାରିତ

 

ଏହା ଏକ ଆନୁମାନିକ ଧାରା, କାରଣ କିଛି ମତଦାନ କେନ୍ଦ୍ର (ପିଏସ୍)ର ତଥ୍ୟ ପାଇଁ ସମୟ ଲାଗିଥାଏ ଏବଂ ଏହି ଧାରାରେ ପୋଷ୍ଟାଲ ବାଲଟ୍ ଅନ୍ତର୍ଭୁକ୍ତ ନୁହେଁ। ପ୍ରତ୍ୟେକ ପିଏସ ପାଇଁ ରେକର୍ଡ ହୋଇଥିବା ଭୋଟ୍ ର ଚୂଡ଼ାନ୍ତ ବାସ୍ତବ ବିବରଣୀ ଫର୍ମ ୧୭ ସିରେ ସମସ୍ତ ପୋଲିଂ ଏଜେଣ୍ଟଙ୍କୁ ପ୍ରଦାନ କରାଯାଏ ।

ଅଂଶୀଦାରମାନଙ୍କୁ ଅଧିକ ସୁବିଧା ଦେବା ପାଇଁ ଆୟୋଗ ଉପରୋକ୍ତ ଟେବୁଲକୁ ଅପଡେଟ୍ କରିବା ସହ ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ପୁଣି ଥରେ ଆନୁମାନିକ ମତଦାନ ବିଜ୍ଞପ୍ତି ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା କହିବା ଅନାବଶ୍ୟକ ଯେ ମତଦାନ କାରୀ ଦଳମାନେ ଫେରୁଛନ୍ତି ଏବଂ ଭିଟିଆର ଆପରେ ସଂସଦୀୟ କ୍ଷେତ୍ର ୱାରୀ (ସମ୍ପୃକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ) ଲାଇଭ୍ ଉପଲବ୍ଧ ହେଉଥିବାରୁ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଏହାକୁ ଅପଡେଟ୍ କରିବା ଜାରି ରଖିବେ।

ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ମତଦାନ ଦିନର ଗୋଟିଏ ଦିନ ପରେ ପ୍ରାର୍ଥୀ କିମ୍ବା ସେମାନଙ୍କ ଅଧିକାରପ୍ରାପ୍ତ ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ନିର୍ବାଚନ କାଗଜପତ୍ର ଯାଞ୍ଚ କରାଯାଇଥାଏ। ଏହାପରେ ଯଦି ପୁନଃ ମତଦାନ ହେବ, ତା'ହେଲେ ତାହା ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଭୌଗଳିକ/ ଲଜିଷ୍ଟିକ ପରିସ୍ଥିତି ଉପରେ ନିର୍ଭର କରି କିଛି ପୋଲିଂ ଦଳ ମତଦାନ ଦିନ ପରେ ଫେରିଯାଆନ୍ତି । ଯାଞ୍ଚ ପରେ ଏବଂ ପୁନଃମତଦାନ ସଂଖ୍ୟା/ କାର୍ଯ୍ୟସୂଚୀ ଉପରେ ନିର୍ଭର କରି ଆୟୋଗ ୧୧.୫.୨୦୨୪ ସୁଦ୍ଧା ଲିଙ୍ଗଭିତ୍ତିକ ବିଭାଜନ ସହିତ ଅପଡେଟ୍ ହୋଇଥିବା ମତଦାନ ହାର ପ୍ରକାଶ କରିବେ। ଯେକୌଣସି ପରିସ୍ଥିତିରେ ଭିଟିଆର୍‌ ଆପ୍ ପୂର୍ବପରି ଅପଡେଟ୍ ହୋଇଥିବା ତଥ୍ୟ ପ୍ରଦର୍ଶନ ଜାରି ରଖିବ।

ମତଦାନ କେନ୍ଦ୍ରରେ ମତଦାତା

 

ସବୁଠୁ ବଡ଼ ନିର୍ବାଚନ ଏବଂ ଏହା ସହ ଜଡ଼ିତ ଲୋକ ଏବଂ ସାମଗ୍ରୀର ପରିବହନ, ନିର୍ବାଚନ କର୍ମଚାରୀ ଦଳଙ୍କ ଯାତାୟାତ, ମତଦାନ କେନ୍ଦ୍ର, ମତଦାତାଙ୍କ ଉତ୍ସାହ ସଂକ୍ରାନ୍ତ ହାଇ ରିଜୋଲ୍ୟୁସନ୍‌ ଫଟୋ ଏହି ଲିଙ୍କରୁ ଦେଖିହେବ : https://www.eci.gov.in/ge-2024-photogallery

 

ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା

 

ଦେଶର ସମଗ୍ର ଉତ୍ତର-ପୂର୍ବ ଭାଗ, ମାଓବାଦ ପ୍ରଭାବିତ କ୍ଷେତ୍ର ଏବଂ ଛତିଶଗଡ଼, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ସମ୍ବେଦନଶୀଳ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଥିବା ତିନୋଟି ପର୍ଯ୍ୟାୟରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱରେ ତଥା ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂହ ସାନ୍ଧୁଙ୍କ ସହଯୋଗରେ ଆୟୋଗ ନିର୍ବାଚନ ପ୍ରକ୍ରିୟାର ପ୍ରତ୍ୟେକ ଦିଗ ଉପରେ ନିୟମିତ ତୀକ୍ଷ୍ଣ ନଜର ରଖିଥିଲେ। କଠୋର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ମତଦାତାଙ୍କ ପାଇଁ ବିନା ଭୟରେ କିମ୍ବା ଧମକରେ ମତଦାନ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଥିଲା।

 

ବିଶ୍ୱ ଆଗରେ ଭାରତର ଗଣତନ୍ତ୍ରର ପ୍ରଦର୍ଶନ

 

ତୃତୀୟ ପର୍ଯ୍ୟାୟରେ ୨୩ଟି ଦେଶର ୭୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧି ୬ଟି ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରି ନିର୍ବାଚନ ପ୍ରକ୍ରିୟା ଦେଖିଥିଲେ। ପ୍ରତିନିଧିମାନେ ମତଦାନକାରୀ ଦଳ ଗୁଡ଼ିକ ଦ୍ୱାରା ମତଦାନ ସାମଗ୍ରୀ ଓ ମେସିନ୍ ପଠାଇବା ପ୍ରକ୍ରିୟା କୁ ଦେଖିଥିଲେ ଏବଂ ଭୋଟରଙ୍କ ବ୍ୟାପକତା, ସ୍ୱଚ୍ଛତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଉତ୍ସବ ମନୋଭାବକୁ ପ୍ରଶଂସା କରିଥିଲେ ।

 

  

ଫିଲିପାଇନ୍ସ ଓ ଶ୍ରୀଲଙ୍କାର ପ୍ରତିନିଧିମାନେ ଭୋପାଳରେ ମତଦାନ କେନ୍ଦ୍ର ପରିଦର୍ଶନ କରିଛନ୍ତି

 

ଗୋଆରେ ଭୁଟାନ, ମଙ୍ଗୋଲିଆ ଓ ଇସ୍ରାଏଲର ପ୍ରତିନିଧିମାନେ

 

ଗରମ ପାଗର ପ୍ରଭାବକୁ କମ୍ କରିବା ପାଇଁ ଭୋଟରଙ୍କ ସୁବିଧା ପାଇଁ ସାମିଆନା, ପାନୀୟ ଜଳ, ମେଡିକାଲ କିଟ୍, ଫ୍ୟାନ୍ ର ବ୍ୟବସ୍ଥା ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଆଦିବାସୀ ସଂସ୍କୃତି ଓ ସ୍ଥାନୀୟ ବିଷୟବସ୍ତୁରେ ସଜ୍ଜିତ ମତଦାନ କେନ୍ଦ୍ର ସହିତ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ମତଦାନକୁ ସୁଗମ କରିବା ପାଇଁ ଆୟୋଗ ବିଶେଷ ପ୍ରୟାସ କରିଥିଲେ। ମହିଳା ଆଦିବାସୀ ଭୋଟରମାନେ ପିଲାଙ୍କ ସହ ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ବାହାରିଥିଲେ। ଛତିଶଗଡର ସରଗୁଜା ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ମତଦାନ କେନ୍ଦ୍ରରେ ଗୋଟିଏ ପରିବାରର ୫ ପିଢ଼ି ଏକାଠି ଭୋଟ୍ ଦେଇଛନ୍ତି।

 

 

କର୍ଣ୍ଣାଟକର ଶିମୋଗାରେ ପୋଲିଂ ବୁଥ୍ ଏବଂ ଗୁଜରାଟର ଭାଲସାଡରେ ପରିବେଶ ଅନୁକୂଳ ମତଦାନ କେନ୍ଦ୍ର

 

 

ଛତିଶଗଡ଼ର ମତଦାନ କେନ୍ଦ୍ରରେ ପାହାଡ଼ି କୋରୱା  ଅତି ଦୁର୍ବଳ ଜନଜାତି ମତଦାତା

 

ଗୁଜରାଟର ଆଲିବେଟ୍‌ ଦ୍ୱୀପରେ ଶିପିଂ କଣ୍ଟେନର ମତଦାନ କେନ୍ଦ୍ର

 

ଛତିଶଗଡ଼ର ଶେମଲି ମତଦାନ କେନ୍ଦ୍ରରେ ପାଞ୍ଚ ପିଢ଼ି ମତଦାତା ଏକାଠି ଭୋଟ୍‌ ଦେଇଛନ୍ତି

 

ଏହି ପର୍ଯ୍ୟାୟରେ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ, ପଶ୍ଚିମବଙ୍ଗ, ବିହାର, ଦାଦରା ଓ ନଗର ହାଭେଲି ଏବଂ ଡାମନ ଓ ଡିଉ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୋଆ ଏବଂ ଛତିଶଗଡ଼ ରେ ମତଦାନ ହୋଇଥିଲା। ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନକୁ ୬ଷ୍ଠ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ଗୁଜରାଟର ସୁରତ ଲୋକସଭା କ୍ଷେତ୍ରରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ପ୍ରାର୍ଥୀ ନିର୍ବାଚିତ ହୋଇଥିବାରୁ ଏଠାରେ ନିର୍ବାଚନ ହୋଇନାହିଁ ।

୧୩ ମଇ ୨୦୨୪ରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା କ୍ଷେତ୍ରରେ ପରବର୍ତ୍ତୀ ପର୍ଯ୍ୟାୟ (ଚତୁର୍ଥ ପର୍ଯ୍ୟାୟ) ମତଦାନ  ଅନୁଷ୍ଠିତ ହେବ।

 

ଲୋକସଭା କ୍ଷେତ୍ର ଆଧାରିତ ମତଦାନ ଏବଂ ମତଦାତାଙ୍କ ସଂକ୍ରାନ୍ତ ତଥ୍ୟ ନିମ୍ନରେ ଦିଆଗଲା :

 

 

Annexure-A1

Phase-1: Parliamentary Constituency wise number of Electors

State Name

PC Name

Electors *

Arunachal Pradesh

Arunachal West

517384

Arunachal Pradesh

Arunachal East

375310

Assam

Sonitpur

1633800

Assam

Lakhimpur

1577234

Assam

Dibrugarh

1659588

Assam

Jorhat

1727121

Assam

Kaziranga

2050126

Bihar

Aurangabad

1871564

Bihar

Gaya

1816815

Bihar

Nawada

2006124

Bihar

Jamui

1907126

Madhya Pradesh

Sidhi

2028451

Madhya Pradesh

Shahdol

1777185

Madhya Pradesh

Jabalpur

1896346

Madhya Pradesh

Balaghat

1873653

Madhya Pradesh

Mandla

2101811

Madhya Pradesh

Chhindwara

1632190

Maharashtra

Nagpur

2223281

Maharashtra

Ramtek

2049085

Maharashtra

Bhandara Gondiya

1827188

Maharashtra

Gadchiroli - Chimur

1617207

Maharashtra

Chandrapur

1837906

Manipur

Inner Manipur

991574

Manipur

Outer Manipur

553078

Meghalaya

Shillong

1400411

Meghalaya

Tura

826156

Mizoram

Mizoram

856364

Nagaland

Nagaland

1317536

Rajasthan

Ganganagar

2102002

Rajasthan

Bikaner

2048399

Rajasthan

Churu

2213187

Rajasthan

Jhunjhunu

2068540

Rajasthan

Sikar

2214900

Rajasthan

Jaipur

2287350

Rajasthan

Jaipur Rural

2184978

Rajasthan

Alwar

2059888

Rajasthan

Bharatpur

2114916

Rajasthan

Karauli-Dholpur

1975352

Rajasthan

Dausa

1899304

Rajasthan

Nagaur

2146725

Sikkim

Sikkim

464140

Tamil Nadu

Tiruvallur

2085991

Tamil Nadu

Chennai North

1496224

Tamil Nadu

Chennai Central

1350161

Tamil Nadu

Chennai South

2023133

Tamil Nadu

Sriperumbudur

2382119

Tamil Nadu

Kancheepuram

1748866

Tamil Nadu

Arakkonam

1562871

Tamil Nadu

Vellore

1528273

Tamil Nadu

Krishnagiri

1623179

Tamil Nadu

Tiruvannamalai

1533099

Tamil Nadu

Arani

1496118

Tamil Nadu

Viluppuram

1503115

Tamil Nadu

Kallakurichi

1568681

Tamil Nadu

Dharmapuri

1524896

Tamil Nadu

Salem

1658681

Tamil Nadu

Namakkal

1452562

Tamil Nadu

Erode

1538778

Tamil Nadu

Nilgiris

1428387

Tamil Nadu

Tiruppur

1608521

Tamil Nadu

Coimbatore

2106124

Tamil Nadu

Pollachi

1597467

Tamil Nadu

Dindigul

1607051

Tamil Nadu

Perambalur

1446352

Tamil Nadu

Cuddalore

1412746

Tamil Nadu

Chidambaram

1519847

Tamil Nadu

Nagapattinam

1345120

Tamil Nadu

Mayiladuthurai

1545568

Tamil Nadu

Thanjavur

1501226

Tamil Nadu

Karur

1429790

Tamil Nadu

Tiruchirappalli

1553985

Tamil Nadu

Sivaganga

1633857

Tamil Nadu

Madurai

1582271

Tamil Nadu

Theni

1622949

Tamil Nadu

Virudhunagar

1501942

Tamil Nadu

Ramanathapuram

1617688

Tamil Nadu

Thoothukkudi

1458430

Tamil Nadu

Tenkasi

1525439

Tamil Nadu

Tirunelveli

1654503

Tamil Nadu

Kanniyakumari

1557915

Tripura

Tripura West

1463526

Uttar Pradesh

Kairana

1722432

Uttar Pradesh

Saharanpur

1855310

Uttar Pradesh

Bijnor

1738307

Uttar Pradesh

Nagina

1644909

Uttar Pradesh

Moradabad

2059578

Uttar Pradesh

Rampur

1731836

Uttar Pradesh

Muzaffarnagar

1817472

Uttar Pradesh

Pilibhit

1831699

West Bengal

Coochbehar

1966893

West Bengal

Alipurduars

1773252

West Bengal

Jalpaiguri

1885963

Chhattisgarh

Bastar

1472207

Uttarakhand

Tehri Garhwal

1577664

Uttarakhand

Haridwar

2035726

Uttarakhand

Almora

1339327

Uttarakhand

Garhwal

1369388

Uttarakhand

Nainital-Udhamsingh Nagar

2015809

Andaman & Nicobar Islands

Andaman & Nicobar Islands

315148

Lakshadweep

Lakshadweep

57784

Puducherry

Puducherry

1023699

Jammu and Kashmir

Udhampur

1623195

 

* Number of Electors do not include count of Service Electors

 

Annexure-A2

Phase-2: Parliamentary Constituency wise number of Electors

State Name

PC Name

Electors *

Assam

Darrang-Udalguri

2209314

Assam

Nagaon

1817204

Assam

Diphu

901032

Assam

Silchar

1369578

Assam

Karimganj

1412148

Bihar

Kishanganj

1829994

Bihar

Katihar

1833009

Bihar

Purnia

1893698

Bihar

Bhagalpur

1983031

Bihar

Banka

1856566

Karnataka

Udupi Chikmagalur

1585162

Karnataka

Chitradurga

1856876

Karnataka

Tumkur

1661309

Karnataka

Kolar

1726914

Karnataka

Bangalore North

3214496

Karnataka

Bangalore Central

2433751

Karnataka

Bangalore South

2341759

Karnataka

Chikkballapur

1981347

Karnataka

Bangalore Rural

2802580

Karnataka

Hassan

1736610

Karnataka

Dakshina Kannada

1817603

Karnataka

Mandya

1779243

Karnataka

Mysore

2092222

Karnataka

Chamarajanagar

1778310

Kerala

Kasaragod

1452230

Kerala

Kannur

1358368

Kerala

Vadakara

1421883

Kerala

Kozhikode

1429631

Kerala

Wayanad

1462423

Kerala

Malappuram

1479921

Kerala

Ponnani

1470804

Kerala

Palakkad

1398143

Kerala

Alathur

1337496

Kerala

Thrissur

1483055

Kerala

Ernakulam

1324047

Kerala

Chalakudy

1310529

Kerala

Idukki

1250157

Kerala

Kottayam

1254823

Kerala

Pathanamthitta

1429700

Kerala

Alappuzha

1400083

Kerala

Mavelikkara

1331880

Kerala

Kollam

1326648

Kerala

Attingal

1396807

Kerala

Thiruvananthapuram

1430531

Madhya Pradesh

Tikamgarh

1826585

Madhya Pradesh

Damoh

1925314

Madhya Pradesh

Satna

1705260

Madhya Pradesh

Rewa

1852126

Madhya Pradesh

Khajuraho

1997483

Madhya Pradesh

Hoshangabad

1855692

Maharashtra

Buldhana

1782700

Maharashtra

Akola

1890814

Maharashtra

Amravati

1836078

Maharashtra

Wardha

1682771

Maharashtra

Yavatmal- Washim

1940916

Maharashtra

Nanded

1851843

Maharashtra

Hingoli

1817734

Maharashtra

Parbhani

2123056

Manipur

Outer Manipur

484949

Rajasthan

Tonk-Sawai Madhopur

2148128

Rajasthan

Ajmer

1995699

Rajasthan

Pali

2343232

Rajasthan

Jodhpur

2132713

Rajasthan

Barmer

2206237

Rajasthan

Jalore

2297328

Rajasthan

Udaipur

2230971

Rajasthan

Banswara

2200438

Rajasthan

Chittorgarh

2170167

Rajasthan

Rajsamand

2060942

Rajasthan

Bhilwara

2147159

Rajasthan

Kota

2088023

Rajasthan

Jhalawar-Baran

2030525

Tripura

Tripura East

1396761

Uttar Pradesh

Meerut

2000530

Uttar Pradesh

Baghpat

1653146

Uttar Pradesh

Ghaziabad

2945487

Uttar Pradesh

Amroha

1716641

Uttar Pradesh

Gautam Buddha Nagar

2675148

Uttar Pradesh

Bulandshahr

1859462

Uttar Pradesh

Aligarh

1997234

Uttar Pradesh

Mathura

1929550

West Bengal

Darjeeling

1765744

West Bengal

Raiganj

1790245

West Bengal

Balurghat

1561966

Chhattisgarh

Mahasamund

1762477

Chhattisgarh

Rajnandgaon

1868021

Chhattisgarh

Kanker

1654440

Jammu and Kashmir

Jammu

1781545

 

* Number of Electors do not include count of Service Electors

Annexure-A3

Phase-3: Parliamentary Constituency wise number of Electors

State Name

PC Name

Electors *

Assam

Kokrajhar

1484571

Assam

Dhubri

2660827

Assam

Barpeta

1966847

Assam

Guwahati

2036846

Bihar

Jhanjharpur

2003040

Bihar

Supaul

1927207

Bihar

Araria

2018767

Bihar

Madhepura

2071166

Bihar

Khagaria

1840217

Chhattisgarh

Surguja

1819347

Chhattisgarh

Raigarh

1838547

Chhattisgarh

Janjgir-Champa

2056047

Chhattisgarh

Korba

1618864

Chhattisgarh

Bilaspur

2102687

Chhattisgarh

Durg

2090414

Chhattisgarh

Raipur

2375379

Dadra & Nagar Haveli and Daman & Diu

Daman & Diu

134189

Dadra & Nagar Haveli and Daman & Diu

Dadar & Nagar Haveli

283024

Goa

North Goa

580577

Goa

South Goa

598767

Gujarat

Kachchh

1943136

Gujarat

Banaskantha

1961924

Gujarat

Patan

2019916

Gujarat

Mahesana

1770617

Gujarat

Sabarkantha

1976349

Gujarat

Gandhinagar

2182736

Gujarat

Ahmedabad East

2038162

Gujarat

Ahmedabad West

1726987

Gujarat

Surendranagar

2033419

Gujarat

Rajkot

2112273

Gujarat

Porbandar

1768212

Gujarat

Jamnagar

1817864

Gujarat

Junagadh

1795110

Gujarat

Amreli

1732810

Gujarat

Bhavnagar

1916900

Gujarat

Anand

1780182

Gujarat

Kheda

2007404

Gujarat

Panchmahal

1896743

Gujarat

Dahod

1875136

Gujarat

Vadodara

1949573

Gujarat

Chhota Udaipur

1821708

Gujarat

Bharuch

1723353

Gujarat

Bardoli

2048408

Gujarat

Navsari

2223550

Gujarat

Valsad

1859974

Karnataka

Chikkodi

1761694

Karnataka

Belgaum

1923788

Karnataka

Bagalkot

1806183

Karnataka

Bijapur

1946090

Karnataka

Gulbarga

2098202

Karnataka

Raichur

2010103

Karnataka

Bidar

1892962

Karnataka

Koppal

1866397

Karnataka

Bellary

1884040

Karnataka

Haveri

1792774

Karnataka

Dharwad

1831975

Karnataka

Uttara Kannada

1641156

Karnataka

Davanagere

1709244

Karnataka

Shimoga

1752885

Madhya Pradesh

Morena

2006730

Madhya Pradesh

Bhind

1900654

Madhya Pradesh

Gwalior

2154601

Madhya Pradesh

Guna

1889551

Madhya Pradesh

Sagar

1745690

Madhya Pradesh

Vidisha

1945404

Madhya Pradesh

Bhopal

2339411

Madhya Pradesh

Rajgarh

1875211

Madhya Pradesh

Betul

1895331

Maharashtra

Raigad

1668372

Maharashtra

Baramati

2372668

Maharashtra

Osmanabad

1992737

Maharashtra

Latur

1977042

Maharashtra

Solapur

2030119

Maharashtra

Madha

1991454

Maharashtra

Sangli

1868174

Maharashtra

Satara

1889740

Maharashtra

Ratnagiri- Sindhudurg

1451630

Maharashtra

Kolhapur

1936403

Maharashtra

Hatkanangale

1814277

Uttar Pradesh

Sambhal

1898202

Uttar Pradesh

Hathras

1938080

Uttar Pradesh

Agra

2072685

Uttar Pradesh

Fatehpur Sikri

1798823

Uttar Pradesh

Firozabad

1890772

Uttar Pradesh

Mainpuri

1790797

Uttar Pradesh

Etah

1700524

Uttar Pradesh

Badaun

2008758

Uttar Pradesh

Aonla

1891713

Uttar Pradesh

Bareilly

1924434

West Bengal

Maldaha Uttar

1862035

West Bengal

Maldaha Dakshin

1782159

West Bengal

Jangipur

1805360

West Bengal

Murshidabad

1888097

 

* Number of Electors do not include count of Service Electors

********

P.S.



(Release ID: 2019903) Visitor Counter : 53