ରାଷ୍ଟ୍ରପତିଙ୍କ ସଚିବାଳୟ
ପ୍ରେସ୍ ବିଜ୍ଞପ୍ତି
प्रविष्टि तिथि:
19 MAR 2024 10:53AM by PIB Bhubaneswar
ତେଲଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ପଦରୁ ଡକ୍ଟର ତାମିଲିସାଇ ସୌନ୍ଦରରାଜନଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି ।
ନିୟମିତ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ତେଲଙ୍ଗାନା ରାଜ୍ୟପାଳ ତଥା ପୁଡୁଚେରୀର ଉପରାଜ୍ୟପାଳଙ୍କ ଦାୟିତ୍ୱ ତୁଲାଇବା ପାଇଁ ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀ ସି.ପି. ରାଧାକ୍ରିଷ୍ଣନଙ୍କୁ ନିଯୁକ୍ତ କରିଛନ୍ତି।
ଉପରୋକ୍ତ ନିଯୁକ୍ତି ସେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ।
BS
(रिलीज़ आईडी: 2015555)
आगंतुक पटल : 130