ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଷ୍ଟାଚୁ୍ୟ ଅଫ୍ ୟୁନିଟି ଉପେର ଟିଭି ଏପିସୋଡ୍ ଆପଣଙ୍କୁ ସେଠାକୁ ବୁଲିଯିବାକୁ ଉତ୍ସାହିତ କରିବ
ପୋଷ୍ଟ କରାଯିବା ଦିନାଙ୍କ:
14 MAR 2024 1:16PM by PIB Bhubaneswar
ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଭୂତପୂର୍ବ ଷ୍ଟାଚୁ୍ୟ ଅଫ୍ ୟୁନିଟି (ଏକତାର ମୂର୍ତୀ) ଉପରେ ଏକ ଟେଲିଭିଜନ୍ ଏପିସୋଡ୍ ସେୟାର କରିଛନ୍ତି ଏବଂ କହିଛନ୍ତି େଯ ଏହା ଏକ ଅନନ୍ୟ ଅନୁଭୂତି ହେବ ଏବଂ କେଭାଡିଆକୁ ଖୁବ୍ଶୀଘ୍ର ପରିଦର୍ଶନ କରିବା ପାଇଁ କାହାକୁବି ଉତ୍ସାହିତ କରିବ।
ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଅଭୂତପୂର୍ବ ଷ୍ଟାଚୁ୍ୟ ଅଫ୍ ୟୁନିଟି (ଏକତାର ମୂର୍ତୀ) ଉପରେ ଏହି ଟେଲିଭିଜନ୍୍ ଅଧ୍ଯାୟକୁ ଦେଖôବା ଏକ ଅନନ୍ୟ ଅନୁଭୂତି ହେବ କିନ୍ତୁ ସବୁଠାରୁ ଗୁରୂତ୍ବପୂର୍ଣ୍ଣ ହେଉଛି, ଏହା କାହାକୁବି ଅତିଶୀଘ୍ର କେଭାଡିଆ ବୁଲିଯିବା ପାଇଁ ଉତ୍ସାହିତ କରିବ।”
SR
(ରିଲିଜ ଆଡି: 2014670)
ପରିଦର୍ଶକ କାଉଣ୍ଟର : 113
ଏହି ରିଲିଜ ପଢନ୍ତୁ :
Urdu
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam
,
English
,
हिन्दी
,
Tamil