ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶଙ୍କରାଚାର୍ଯ୍ୟ ପାହାଡ଼ର ଝଲକ ଦେଖିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 MAR 2024 3:24PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀର ଗସ୍ତ ସମୟରେ ଦୂରରୁ ବିଶାଳ ପାହାଡ଼ର ଝଲକ ପାଇବା ପରେ ଶଙ୍କରାଚାର୍ଯ୍ୟ ପାହାଡ଼କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
କିଛି ସମୟ ତଳେ ଶ୍ରୀନଗରରେ ପହଞ୍ଚିବା ପରେ ଦୂରରୁ ଭବ୍ୟ ଶଙ୍କରାଚାର୍ଯ୍ୟ ପାହାଡ଼ ଦେଖିବାର ସୁଯୋଗ ମିଳିଥିଲା।
BS
(ରିଲିଜ ଆଡି: 2012270)
ପରିଦର୍ଶକ କାଉଣ୍ଟର : 108
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam