ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଡକ୍ଟର ଏଚ୍ ଭି ହାଣ୍ଡେଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
04 MAR 2024 11:15PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଡକ୍ଟର ଏଚ୍ ଭି ହାଣ୍ଡେଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ଚେନ୍ନାଇରେ ଆୟୋଜିତ ଜନସଭାରେ ତାମିଲନାଡୁ ସରକାରଙ୍କ ସମ୍ମାନିତ ରାଜନେତା, ବୁଦ୍ଧିଜୀବୀ ଏବଂ ପୂର୍ବତନ ମନ୍ତ୍ରୀ ଡକ୍ଟର ଏଚଭି ହାଣ୍ଡେ ମୋତେ ଆଶୀର୍ବାଦ ଦେବାକୁ ଆସିଥିଲେ। ମୁଁ ତାଙ୍କ ନିକଟରେ କୃତଜ୍ଞ ଏବଂ ତାଙ୍କୁ କହିଲି ଯେ ଆମେ ଏକ ବିକଶିତ ଭାରତ ନିର୍ମାଣ ପାଇଁ କାର୍ଯ୍ୟ ଜାରି ରଖିବୁ।
BS
(रिलीज़ आईडी: 2011681)
आगंतुक पटल : 102
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam