ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ କିମ୍ବଦନ୍ତୀ ଅଭିନେତ୍ରୀ ବୈଜୟନ୍ତୀମାଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 MAR 2024 10:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ କିମ୍ବଦନ୍ତୀ ଅଭିନେତ୍ରୀ ବୈଜୟନ୍ତୀମାଳାଙ୍କୁ ସାକ୍ଷାତ କରି କହିଥିଲେ ଯେ ଭାରତୀୟ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମଗ୍ର ଭାରତରେ ସେ ପ୍ରଶଂସିତ।
ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଚେନ୍ନାଇରେ ବୈଜୟନ୍ତୀମାଳାଜୀଙ୍କୁ ଭେଟି ଖୁସି ଅନୁଭବ କରୁଛି। ତାଙ୍କୁ ନିକଟରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ଏବଂ ଭାରତୀୟ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମଗ୍ର ଭାରତରେ ସେ ପ୍ରଶଂସିତ।
BS
(ରିଲିଜ ଆଡି: 2011608)
ପରିଦର୍ଶକ କାଉଣ୍ଟର : 102
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam