ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜର୍ମାନ ଗାୟକ କାସଣ୍ଡ୍ରା ମାଏ ସ୍ପିଟ୍ମ୍ୟାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
27 FEB 2024 10:23PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲାଡାମ୍ରେ ଜର୍ମାନ ଗାୟମ କାସଣ୍ଡ୍ରା ମାଏ ସ୍ପିଟ୍ମ୍ୟାନ୍ ଏବଂ ତାଙ୍କ ମା’ଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କୀ ବାତ୍ର ଏକ କାର୍ଯ୍ୟକ୍ରମରେ କାସଣ୍ଡ୍ରା ମାଏ ସ୍ପିଟ୍ମ୍ୟାନ୍ଙ୍କ କଥା ଉଠାଇଥିଲେ । ସେ ଅନେକ ଭାରତୀୟ ଭାଷାରେ ବିଶେଷକରି ଭକ୍ତି ସଙ୍ଗୀତ ଗାଇଥା’ନ୍ତି ।
ଆଜି ସେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅଚ୍ୟୁତମ୍ କେଶବମ୍ ଏବଂ ଏକ ତାମିଲ ଗୀତ ଗାଇଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘କାସାଣ୍ଡ୍ରା ମାଏ ସ୍ପିଟ୍ମ୍ୟାନ୍ଙ୍କ ଭାରତ ପ୍ରତି ଭଲପାଇବା ଅନୁକରଣୀୟ, ଯାହା କି ପରସ୍ପର ସହ କଥାବାର୍ତ୍ତା ବେଳେ ଜଣାପଡ଼ିଥିଲା । ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ମୋର ଶୁଭେଚ୍ଛା ।’
SR
(ରିଲିଜ ଆଡି: 2009686)
ପରିଦର୍ଶକ କାଉଣ୍ଟର : 123
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam