ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ କର୍ପୁରୀ ଠାକୁରଙ୍କ ପୂଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 17 FEB 2024 7:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ କର୍ପୁରୀ ଠାକୁରଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ଶ୍ରୀ ମୋଦୀ କହିଛନ୍ତି, ଶ୍ରୀ କର୍ପୁରୀ ଠାକୁର ନିଜ ଜୀବନ ସମାଜର ପଛୁଆ ଏବଂ ଦୁର୍ବଳ ବର୍ଗର ସମ୍ମାନ ଏବଂ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ ।

 

ପ୍ରଧାନମନ୍ତ୍ରୀ ନିକଟରେ ଶ୍ରୀ କର୍ପୁରୀଙ୍କ ଉପରେ ଦେଇଥିବା ନିଜ ବିଚାର ସେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘କର୍ପୁରୀ ଠାକୁର ଜୀଙ୍କୁ ତାଙ୍କ ପୁଣ୍ୟତିଥିରେ ଶତ-ଶତ ନମନ । ଭାରତର ଏହି ଜନନାୟକ ସମାଜର ପଛୁଆ ଏବଂ ଦୁର୍ବଳ ଶ୍ରେଣୀର କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । କିଛି ଦିନ ପୂର୍ବରୁ ମୁଁ ତାଙ୍କ ବିଷୟରେ ନିଜ ବିଚାର ସେୟାର କରିଥିଲି ।’

 

 

SR



(Release ID: 2008253) Visitor Counter : 41