ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଙ୍କ ଶ୍ରଦ୍ଧାଞ୍ଜଳି

Posted On: 19 FEB 2024 9:54AM by PIB Bhubaneshwar

ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କ ବିଷୟରେ ମଧ୍ୟ ନିଜର ମତ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;

ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ଜଣେ ଦୂରଦର୍ଶୀ ନେତା, ନିର୍ଭୀକ ଯୋଦ୍ଧା, ସଂସ୍କୃତିର ରକ୍ଷକ ଓ ସୁଶାସନର ପ୍ରତିମୂର୍ତ୍ତି, ତାଙ୍କ ଜୀବନ ସଭିଙ୍କୁ ପ୍ରେରଣା ଦେଇଥାଏ।

 

BS



(Release ID: 2006999) Visitor Counter : 72