ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶର ନାରୀ ଶକ୍ତି ବିକଶିତ ଭାରତର ସଂକଳ୍ପରେ ବହୁମୂଲ୍ୟ ଯୋଗଦାନ ଦେବାକୁ ଯାଉଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 FEB 2024 12:43PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମହିଳାଙ୍କ ନେତୃତ୍ୱରେ ବିକାଶ କେବଳ କିଛି କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସୀମିତ ନାହିଁ ବରଂ ଏହା ଦେଶ ବିକାଶର କାହାଣୀର କେନ୍ଦ୍ରରେ ରହିଛି, ଯାହା କି ବିକଶିତ ଭାରତର ସଂକଳ୍ପକୁ ଅଧିକ ମଜଭୁତ କରିଥାଏ ।

 

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ଏକ୍ସରେ କରିଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି:

 

‘ମହିଳାଙ୍କ ନେତୃତ୍ୱରେ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ । ଦେଶର ନାରୀଶକ୍ତି ‘ବିକଶିତ ଭାରତ’ର ସଂକଳ୍ପରେ ବହୁମୂଲ୍ୟ ଯୋଗଦାନ ଦେବାକୁ ଯାଉଛି । ସ୍ମୃତି ଇରାନୀ ଜୀ ତାଙ୍କ ଆର୍ଟିକଲରେ ଏହି ଭାବନା ପ୍ରକାଶ କରିଛନ୍ତି ।’

 

SR


(ରିଲିଜ ଆଡି: 2002582) ପରିଦର୍ଶକ କାଉଣ୍ଟର : 116