ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆଣ୍ଡାମାନ ଏବଂ ନିକୋବର ଉପରାଜ୍ୟପାଳ
ପୋଷ୍ଟ କରାଯିବା ଦିନାଙ୍କ:
02 FEB 2024 2:39PM by PIB Bhubaneshwar
ଆଣ୍ଡାମାନ ଏବଂ ନିକୋବରର ଉପରାଜ୍ୟପାଳ ଆଡ୍ମିରାଲ (ଅବସରପ୍ରାପ୍ତ) ଡି.କେ ଜୋଶୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:
‘ଆଣ୍ଡାମାନ ଏବଂ ନିକୋବରର ଉପରାଜ୍ୟପାଳ ଆଡ୍ମିରାଲ (ଅବସରପ୍ରାପ୍ତ) ଡି.କେ ଜୋଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।’
SR
(ରିଲିଜ ଆଡି: 2002317)
ପରିଦର୍ଶକ କାଉଣ୍ଟର : 112
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam