ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫେବ୍ରୁଆରୀ ୧୯ରେ ଶ୍ରୀ କଲ୍କି ଧାମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 FEB 2024 9:10PM by PIB Bhubaneshwar

ଶ୍ରୀ କଲ୍‌କି ଧାମର ଶିଳାନ୍ୟାସ ପାଇଁ ଶ୍ରୀ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍‌ଙ୍କ ନିମନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

ଫେବ୍ରୁଆରୀ ୧୯ରେ ଏହି କାର୍ଯ୍ୟକ୍ରମ ହେବ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆସ୍ଥା ଏବଂ ଭକ୍ତି ସହ ଜଡ଼ିତ ଏହି ପବିତ୍ର ଅବସରରେ ଭାଗ ନେବା ମୋ ପାଇଁ ସୌଭାଗ୍ୟର କଥା । ନିମନ୍ତ୍ରଣ ପାଇଁ ଆଚାର୍ଯ୍ୟ ପ୍ରମୋଦ ଜୀଙ୍କୁ ହୃଦୟରୁ ଧନ୍ୟବାଦ ।’

 

SR


(रिलीज़ आईडी: 2001727) आगंतुक पटल : 101
इस विज्ञप्ति को इन भाषाओं में पढ़ें: Bengali , Assamese , English , Urdu , Marathi , हिन्दी , Manipuri , Punjabi , Gujarati , Tamil , Telugu , Kannada , Malayalam