ପୋଷ୍ଟ କରାଯିବା ଦିନାଙ୍କ:
01 FEB 2024 9:10PM by PIB Bhubaneswar
ଶ୍ରୀ କଲ୍କି ଧାମର ଶିଳାନ୍ୟାସ ପାଇଁ ଶ୍ରୀ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍ଙ୍କ ନିମନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଫେବ୍ରୁଆରୀ ୧୯ରେ ଏହି କାର୍ଯ୍ୟକ୍ରମ ହେବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆସ୍ଥା ଏବଂ ଭକ୍ତି ସହ ଜଡ଼ିତ ଏହି ପବିତ୍ର ଅବସରରେ ଭାଗ ନେବା ମୋ ପାଇଁ ସୌଭାଗ୍ୟର କଥା । ନିମନ୍ତ୍ରଣ ପାଇଁ ଆଚାର୍ଯ୍ୟ ପ୍ରମୋଦ ଜୀଙ୍କୁ ହୃଦୟରୁ ଧନ୍ୟବାଦ ।’
SR