ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଯୋଧ୍ୟାରେ ରାମମନ୍ଦିର ଉଦ୍‌ଘାଟନର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ


ଜାନୁଆରୀ ୨୨ରେ ଅଯୋଧ୍ୟାରେ ଯାହା ଆମେ ଦେଖିଲୁ ତାହା ଆମ ସ୍ମୃତିରେ ଲିପିବଦ୍ଧ ହେବ ବୋଲି କହିଲେ ।

प्रविष्टि तिथि: 23 JAN 2024 12:23PM by PIB Bhubaneswar

୨୦୨୪ ଜାନୁଆରୀ ୨୨(ସୋମବାର)ରେ ଅଯୋଧ୍ୟାରେ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଗତକାଲି ଅର୍ଥାତ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଆମେ ଯାହା ଦେଖିଲୁ ତାହା ଆଗାମୀ ବର୍ଷ ପରେ ବର୍ଷ ପର୍ଯ୍ୟନ୍ତ ଆମ ସ୍ମୃତିରେ ଲିପିବଦ୍ଧ ହୋଇ ରହିବ ।’

 

ଶ୍ରୀ ମୋଦୀ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠାର ଭବ୍ୟ ସମାରୋହର ଏକ ଭିଡିଓ ସେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଗତକାଲି ବା ଜାନୁଆରୀ ୨୨ରେ ଆମେ ଅଯୋଧ୍ୟାରେ ଯାହା ଦେଖିଲୁ ତାହା ଆଗାମୀ ବର୍ଷ ପରେ ବର୍ଷ ପର୍ଯ୍ୟନ୍ତ ଆମ ସ୍ମୃତିରେ ଲିପିବଦ୍ଧ ହୋଇରହିବ ।’

         

<><>

 SRa


(रिलीज़ आईडी: 1998830) आगंतुक पटल : 132
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam