ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଭୁ ଶ୍ରୀରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି: ପ୍ରଧାନମନ୍ତ୍ରୀ

Posted On: 20 JAN 2024 9:25AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି ।

 

ଭଗବାନ ଶ୍ରୀ ରାମଙ୍କ ପ୍ରସିଦ୍ଧ ଭଜନ ‘ମୋନ୍ ଜଯୋ ନାମ’କୁ ଗାଇଥିବା ପାୟଲ କରଙ୍କ ଗୀତ ମଧ୍ୟ ସେ ସେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି । ଏଠାରେ ପ୍ରସିଦ୍ଧ ନଜରୁଲ ଗୀତି ମୋନ୍ ଜପୋ ନାମକୁ ସେୟାର କରୁଛି ।’

 

 SR



(Release ID: 1998190) Visitor Counter : 53