ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେନା ଦିବସ ଅବସରରେ ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ସମ୍ମାନ ପ୍ରଦର୍ଶନ କରିଛନ୍ତି

Posted On: 15 JAN 2024 9:32AM by PIB Bhubaneshwar

ସେନା ଦିବସ ଅବସରରେ ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ସେନା ଦିବସ ଅବସରରେ ଆମେ ସେନା ଯବାନଙ୍କ ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ସମ୍ମାନ ଜଣାଉଛୁ । ଆମ ଦେଶର ସୁରକ୍ଷା ଏବଂ ଆମ ସାର୍ବଭୌମତ୍ୱକୁ ବଜାୟ ରଖିବାରେ ସେମାନଙ୍କର ନିରନ୍ତର ସମର୍ପଣ ସେମାନଙ୍କ ସାହସିକତାର ପ୍ରମାଣ । ସେମାନେ ହେଉଛନ୍ତି ଶକ୍ତି ଓ ସହନଶୀଳତାର ସ୍ତମ୍ଭ ।

***

SSP



(Release ID: 1996173) Visitor Counter : 64