ପୋଷ୍ଟ କରାଯିବା ଦିନାଙ୍କ:
15 JAN 2024 9:32AM by PIB Bhubaneswar
ସେନା ଦିବସ ଅବସରରେ ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
ସେନା ଦିବସ ଅବସରରେ ଆମେ ସେନା ଯବାନଙ୍କ ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ସମ୍ମାନ ଜଣାଉଛୁ । ଆମ ଦେଶର ସୁରକ୍ଷା ଏବଂ ଆମ ସାର୍ବଭୌମତ୍ୱକୁ ବଜାୟ ରଖିବାରେ ସେମାନଙ୍କର ନିରନ୍ତର ସମର୍ପଣ ସେମାନଙ୍କ ସାହସିକତାର ପ୍ରମାଣ । ସେମାନେ ହେଉଛନ୍ତି ଶକ୍ତି ଓ ସହନଶୀଳତାର ସ୍ତମ୍ଭ ।
***
SSP